Loading...

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବେ ଓଡିଶାର ଦୁଇଜଣ ଶିକ୍ଷକ

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବେ ଓଡିଶାର ଦୁଇଜଣ ଶିକ୍ଷକ

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଓଡିଶାର ଦୁଇ ଶିକ୍ଷକ ଯୋଗ୍ୟ ବିବେଚିତ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଶଶିଶେଖର ଜେମା ଓ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ସୁବାସ ଚନ୍ଦ୍ର ରାଉତ।

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଓଡିଶାର ଦୁଇ ଶିକ୍ଷକ ଯୋଗ୍ୟ ବିବେଚିତ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଶଶିଶେଖର ଜେମା ଓ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ସୁବାସ ଚନ୍ଦ୍ର ରାଉତ। ଅଭିନବ ଉପାୟରେ ଶିକ୍ଷାଦାନରେ ଉତ୍କର୍ଷତା ହାସଲ ସହ ଓ ସ୍କୁଲ୍ ଡ୍ରପ୍ ଆଉଟ ହ୍ରାସ କରିବାରେ ସହାୟକ ହୋଇଥିବାରୁ ଦୁଇ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩ ।

 

ସୂଚନାନୁସାରେ, ଆସନ୍ତାମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୫୦ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.