ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ୟୁକ୍ରେନ୍ ସହ ଋଷର ଯୁଦ୍ଧ ପରେ ୟୁକେ ଋଷର ବିମାନ ଉପରେ କଟକଣା ଲଗାଇଥିଲା । କିନ୍ତୁ ଧନୀ ଋଷର ନାଗରିକ ଅନ୍ୟ ଦେଶରେ ଚାର୍ଟାଡ୍ ପ୍ଲେନର ପଞ୍ଜିକରଣ କରିଥିବାରୁ ୟୁକେ ପହଞ୍ଚୁଥିଲେ । ଏଭଳି ବିମାନ ବ୍ରିଟେନ୍ ଉପରେ ଉଡ଼ିବା ନେଇ କଟକଣା ଲଗା ଯାଇଥିଲା । ସେଭଳି ବିମାନକୁ ମଧ୍ୟ ଜବତ କରିବ ବୋଲି ବ୍ରିଟେନ୍ ଚେତାବନୀ ଦେଇଥିଲା । ଆଜି ସେହିଭଳି ହୋଇଛି ।
ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ବ୍ରିଟେନ୍, ଋଷର ଏକ ବିମାନକୁ କବଜା କରି ନେଇଛି । ଯାହାକୁ ନେଇ ଉତ୍ତେଜନା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଋଷ ପ୍ଲେନକୁ କବଜା କରାଯାଇଥିବା ନେଇ ୟୁକେର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ରିଟେନ୍ କହିଥିଲା, ଯଦି କୌଣସି ଋଷ ବିମାନ କିମ୍ବା ଟାର୍ଟାଡ୍ ଫ୍ଲାଇଟ୍ ଏୟାରସ୍ପେସକୁ ଆସେ ତ ଅପରାଧ ବିବେଚନା କରାଯିବ ଏବଂ ବିମାନକୁ ଜବତ କରାଯିବ । ୟୁକ୍ରେନ୍ ସହ ଋଷର ଯୁଦ୍ଧ ପରେ ୟୁକେ ଋଷର ବିମାନ ଉପରେ କଟକଣା ଲଗାଇଥିଲା । କିନ୍ତୁ ଧନୀ ଋଷର ନାଗରିକ ଅନ୍ୟ ଦେଶରେ ଚାର୍ଟାଡ୍ ପ୍ଲେନର ପଞ୍ଜିକରଣ କରିଥିବାରୁ ୟୁକେ ପହଞ୍ଚୁଥିଲେ । ଏଭଳି ବିମାନ ବ୍ରିଟେନ୍ ଉପରେ ଉଡ଼ିବା ନେଇ କଟକଣା ଲଗା ଯାଇଥିଲା । ସେଭଳି ବିମାନକୁ ମଧ୍ୟ ଜବତ କରିବ ବୋଲି ବ୍ରିଟେନ୍ ଚେତାବନୀ ଦେଇଥିଲା । ଆଜି ସେହିଭଳି ହୋଇଛି ।
ଖବର ଅନୁସାରେ, ଫାର୍ଣ୍ଣବୋରଫ୍ ବିମାନବନ୍ଦରରେ ଏକ ବିମାନର ଯାଞ୍ଚ କରାଯାଇଥିଲା । ଉକ୍ତ ଘରୋଇ ବିମାନଟି ଲକ୍ସମବର୍ଗରେ ପଞ୍ଜିକୃତ ଥିବାବେଳେ ତାର ମାଲିକ ଋଷ ନାଗରିକ ଥିଲେ । ଆଉ ବିମାନଟି ଋଷ ନାଗରିକଙ୍କୁ ନେଇ ୟୁକେ ପହଞ୍ଚିଥିଲା । ଅନ୍ୟପଟେ ଯୁଦ୍ଧ ଭିତରେ ଆସନ୍ତାକାଲି ବ୍ରିଟେନ୍ ବିଦେଶ ମନ୍ତ୍ରୀ ଓ ଋଷ ବିଦେଶ ମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।