News

ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

ବ୍ରିଟେନରେ ରାଜନୈତିକ ସଂକଟ

ୟୁରୋପୀୟ ସଂଘରୁ ବ୍ରିଟେନ ଓହରିଯିବା ବା ବ୍ରେକ୍ସିଟ୍‍ କୁ ବିରୋଧରେ ଦେଶର ବୈଦେଶିକ ସଚିବ ବୋରିସ ଜନସନ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଟେନରେ ରାଜନୈତିକ ସଂକଟ ବଢିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସଂକଟ ବଢି ଯାଇଛି । ବ୍ରେକିଜେଟ ମନ୍ତ୍ରୀ ଡେଭିସ, ଜୁନିଅର ବ୍ରେକିଜେଟ ମନ୍ତ୍ରୀ ଷ୍ଟିଭ ବେକର ଇସ୍ତଫା ଦେବା ପରେ ଏବେ ବିଦେଶ ମନ୍ତ୍ରୀ ବୋରିସ ଜନସନ ମଧ୍ୟ ପଦ ତ୍ୟାଗ କରିଛନ୍ତି।

ବୋରିସ ଜନସନଙ୍କ ଇସ୍ତଫାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ଖୁବ୍‍ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି।

ପଢନ୍ତୁ; ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶୀଘ୍ର ପ୍ରେମରେ ପଡିଥାନ୍ତି?

Related posts

ଚା’ ବାଲାଙ୍କ ପୁଅ ହେଲେ ମିଷ୍ଟର ଇଣ୍ଡିଆ ୟୁନିଭର୍ସ ୨୦୧୮,ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା !

ENO Beuro

ସୁଷମା ସ୍ୱରାଜ : ଇରାକରେ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍

ENO Beuro

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More