Loading...

ୟୁକ୍ରେନ ରୁଷ୍‌ ଯୁଦ୍ଧ: ଆଜିଠାରୁ ତୁର୍କୀରେ ରୁଷ-ୟୁକ୍ରେନ୍‌ କଥାବାର୍ତ୍ତା

ୟୁକ୍ରେନ ରୁଷ୍‌ ଯୁଦ୍ଧ: ଆଜିଠାରୁ ତୁର୍କୀରେ ରୁଷ-ୟୁକ୍ରେନ୍‌ କଥାବାର୍ତ୍ତା

ୟୁକ୍ରେନ ରୁଷ୍‌ ଯୁଦ୍ଧ ଗତମାସ ୨୪ ତାରିଖରୁ ଆରମ୍ଭ ହୋଇଛି। ଯୁଦ୍ଧକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଛି। ତେବେ ଯୁଦ୍ଧ ଏବେ ୩୨ ଦିନରେ ପହଞ୍ଚିଛି ଏବଂ ଆସନ୍ତାକାଲିଠାରୁ ତୁର୍କୀରେ ରୁଷ୍‌ ଏବଂ ୟୁକ୍ରେନ୍‌ ପ୍ରତିନିଧି ଦଳଙ୍କ ମଧ୍ୟରେ ଶାନ୍ତି ଆଲୋଚନା ପୁଣି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।

ୟୁକ୍ରେନ ରୁଷ୍‌ ଯୁଦ୍ଧ ଗତମାସ ୨୪ ତାରିଖରୁ ଆରମ୍ଭ ହୋଇଛି। ଯୁଦ୍ଧକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଛି। ତେବେ ଯୁଦ୍ଧ ଏବେ ୩୨ ଦିନରେ ପହଞ୍ଚିଛି ଏବଂ ଆସନ୍ତାକାଲିଠାରୁ ତୁର୍କୀରେ ରୁଷ୍‌ ଏବଂ ୟୁକ୍ରେନ୍‌ ପ୍ରତିନିଧି ଦଳଙ୍କ ମଧ୍ୟରେ ଶାନ୍ତି ଆଲୋଚନା ପୁଣି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହି ଆଲୋଚନା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ୟୁକ୍ରେନ୍‌ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ରୁଷ୍‌ର ୧୬୬୦୦ ସୈନ୍ୟ ନିହତ ହୋଇଛନ୍ତି ଏବଂ ୫୮୨ଟି ଟ୍ୟାଙ୍କ ଧ୍ବଂସ କରାଯାଇଛି ବୋଲି ୟୁକ୍ରେନ୍‌ ଦାବି କରିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.