News

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି : ନବୀନ ସରକାରରେ ଓବିସି ବର୍ଗଙ୍କୁ ଅବହେଳା

Dharmendra-Pradhan-

ବିଜେପିର ବିଜେଡ଼ିକୁ ପ୍ରଶ୍ନ ଓଡିଶାରେ ଓବିସି ବର୍ଗକୁ ଅଣଦେଖା କଣ ପାଇଁ ?

ମୁଖ୍ୟତଃ ଓଡିଶାର ଚାଷୀମାନେ ହେଉଛନ୍ତି ଓବିସି ବର୍ଗର। ୧୯ ବର୍ଷର ବିଜେଡ଼ି  ଶାସନରେ ନବୀନବାବୁଙ୍କ ଓବିସି ବର୍ଗର ପିଲାଙ୍କ  ପାଠପଢା ଓ ଚାକିରିରେ କ୍ଷେତ୍ରରେ ସଂରକ୍ଷଣରେ ଅବହେଳା କଣ ପାଇଁ ଏମିତି କହି ରାଜ୍ୟସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ।

ଶ୍ରୀ ପ୍ରଧାନ ଏହାମଧ୍ୟ କହିଛନ୍ତିକି, କେନ୍ଦ୍ରସରକାର ପଛୁଆବର୍ଗଙ୍କ  ପାଇଁ ସଂରକ୍ଷଣ କରିଥିବା ବେଳେ ଓଡିଶା ସରକାର କଣ ପାଇଁ ତାହା ଲାଗୁକରିନି। ରାଜ୍ୟ ଚାଷିକୁଳ ହଇରାଣ ହେଉଥିବାବେଳେ ଶାସକଦଳ ନିଜ ସ୍ଵାର୍ଥ ପାଇଁ ନିଜ ଲୋକଙ୍କୁ ସରକାରୀ ପଇସା ଦେବାର ବ୍ୟବସ୍ଥା କରୁଛି। ଓଡିଶାର ମାତ୍ର ୫ ଲକ୍ଷ ଚାଷୀଙ୍କ ତାଲିକା କଣ ପାଇଁ କେନ୍ଦ୍ରସରକାରଙ୍କ ନିକଟକୁ ପଠାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାର କିନ୍ତୁ ମିଛ ପ୍ରଚାର ରେ ମାତିଛନ୍ତି ବୋଲି ଶ୍ରୀ ପ୍ରଧାନ  ଓଡିଶା ସରକାରଙ୍କ ଅପାରଗତା ଓ ବେପରୁହା ଗୁଣ ବୋଲି କହିଛନ୍ତି।

ପଢନ୍ତୁ ; ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଇଣ୍ଡିଆନ ଏୟାରଫୋର୍ସକୁ ପ୍ରଶଂସା

Related posts

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

ENO Beuro

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ

ENO Beuro

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

ENO Beuro

Leave a Comment