POLITICALS

ବାଃ ବାଃରେ ରାଜନୀତି: ଏକାଠି ଦେଖାଦେଲେ ନବୀନ-ଧର୍ମେନ୍ଦ୍ର

ଧର୍ମେନ୍ଦ୍ରଙ୍କ ସହ ନବୀନ କଲେ କରମର୍ଦ୍ଦନ

ଏପ୍ରିଲ ୩୦ ତାରିଖରେ ନୂଆଦିଲ୍ଲୀ  ଗସ୍ତରେ ଯାଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀର ବିମାନ ବନ୍ଦରରେ ଦେଖାଯାଇଥିଲା ଅଦ୍ଭୁତ ପୂର୍ଣ ଦୃଶ୍ୟ। ଏକାଠି ଦେଖାଦେଇଥିଲେ ଦୁଇ ଶତ୍ରୁ ନବୀନ ଓ ଧର୍ମେନ୍ଦ୍ର  ପ୍ରଧାନ। ଏହାକୁ  ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କ ଭେଟଘାଟ କଣ ଭୋଟ ପରେ ବନ୍ଧୁତାର ସମ୍ପର୍କ କି! ପ୍ରେମ ଆଉ ଯୁଦ୍ଧରେ ସବୁ ସମ୍ଭବ ବୋଲି ଯେମିତି କୁହାଯାଏ ରାଜନୀତିରେ ମଧ୍ୟ ଠିକ ସେୟା । ସ୍ବାର୍ଥ ଓ ଆବଶ୍ୟକତା ଦୃଷ୍ଟିରୁ ଶତ୍ରୁ ଓ ମିତ୍ରର ପରିଭାଷା ବଦଳିଯାଇପାରେ।

 

ପାଟକୁରାର ନିର୍ବାଚନ  ଘୁଞ୍ଚାଇବା ପାଇଁ ନବୀନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ନୂଆଦିଲ୍ଲୀ ବିମାନବନ୍ଦରେ ଅବତରଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ହୋଇଥିଲା । ନବୀନଙ୍କୁ ବିମାନବନ୍ଦର ବାହାର ପର୍ଯ୍ୟନ୍ତ ଛାଡିବା ପାଇଁ ମଧ୍ୟ ଧର୍ମେନ୍ଦ୍ର ଆସିଥିଲେ । ତେବେ ନବୀନ ତାଙ୍କ ଗାଡିରେ ବସିବା ପୂର୍ବରୁ ଧର୍ମେନ୍ଦ୍ର ନବୀନଙ୍କ ସହ କରମର୍ଦ୍ଦନ କରି ନମସ୍କାର କରିଥିଲେ । ନବୀନ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ କରମର୍ଦ୍ଦନ  କରିଥିଲେ ।

ପଢନ୍ତୁ: ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦେଶ ଦେଲେ ସୁରେଶ ମହାପାତ୍ର

Related posts

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି

ENO Beuro

ସ୍ଥଗିତ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ

Ratnamani Moharana

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ENO Beuro

Leave a Comment