News

କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କର ଦିନିକିଆ ଓଡିଶା ଗସ୍ତ

singh

ଜାତୀୟ ଧାନ ଗବେଷଣାକେନ୍ଦ୍ରର ଅତ୍ୟାଧୁନିକ ପରୀକ୍ଷାଗାରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ

ଆସନ୍ତା କାଲି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ଓଡିଶା ଗସ୍ତରେ ଆସୁଛନ୍ତି । ୨୭ ତାରିଖସକାଳ ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସେ ସିଧା କଟକ ଯିବାର ବ୍ୟବସ୍ତା କରାଯାଇଛି।ମିଳିଥିବା ସୂଚନାଅନୁଯାଇ ସେଠାରେ ସେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ କ୍ବାଲିଟି ଲାବରୋଟାରି ଉଦ୍‌ଘାଟନ କରିବେ। ଆସନ୍ତାକାଲି ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସୂଚନାଯୋଗ୍ୟ,ଆସନ୍ତା ଫେବ୍ରୁୟାରୀ ୨୭ତାରିଖରେ କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ.ମାଣ୍ଡଭିଆ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ।। ସେହିଦିନ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍ ମନାତ୍ରି ଆଇବି ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ।

ପଢନ୍ତୁ ; ପୁଲୱାମା ଆତଙ୍କୀ ଆକ୍ରମଣ: କାର ମାଲିକ ଜୌସର ଆତଙ୍କୀ ସଜ୍ଜାଦ ଭଟ୍ଟ 

Related posts

ନିର୍ଭୟା ଗଣ ଦୁଷ୍କର୍ମ ମାମଲା:୩ ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାଏମ୍‌ ରଖିଲେ ସୁପ୍ରିମ୍‌କୋର୍ଟ

ENO Beuro

ଆନ୍ଧ୍ର ମୁହାଁ ବାତ୍ୟା, ଓଡିଶାରେ ସାମାନ୍ୟ ବର୍ଷା

ENO Beuro

୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

ENO Beuro

Leave a Comment