POLITICALS

ଓଡିଶା ଗସ୍ତରେ ବିଜେପିର ବରିଷ୍ଠ ନେତା ରଜନାଥ ସିଂହ

ଓଡିଶାରେ ସାରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା। ନିର୍ବାଚନ ଆରମ୍ଭରୁ ହିଁ କେନ୍ଦ୍ରର ଆଖି ରହିଛି ଓଡିଶା ଉପରେ।  ନିର୍ବାଚନ ପ୍ରଚାର ପାଇଁ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ବିଜେପି ମୁଖ୍ୟ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହା ଓ ଅନେକ ଷ୍ଟାର ପ୍ରଚାର। ତେବେ ଆଜି ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

 

ଯାଜପୁର ଜିଲ୍ଲାର ବରୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ପୁରୀ ଜିଲ୍ଲା ନିମାପଡା ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ସକାଳ ୧୦ଟା ୩୦ରେ ରାଜନାଥ ଯାଜପୁର ଜିଲ୍ଲା   ବରୀ ନିର୍ବାଚନମଣ୍ଡଳୀ ଗୋବିନବାଟି ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ପରେ ୧୧ଟା ୪୫ରେ ଭଦ୍ରକ ଚାନ୍ଦବାଲିଠାରେ  ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ।

ପଢନ୍ତୁ: ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦି: ଆଜି କରିବେ ମେଗା ରୋଡ ସୋ’

Related posts

ସାର୍‌ ନୁହେଁ, ମତେ ରାହୁଲ୍‌ ଡାକ: ଚେନ୍ନାଇର ଷ୍ଟେଲା ମେରିସ୍‌ କଲେଜର ଝିଅମାନଙ୍କୁ କହିଲେ ରାହୁଲ

Ratnamani Moharana

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ENO Beuro

1 comment

Leave a Comment