Entertainment

ବହୁତ ଜଲଦି ପରଦାକୁ ଆସିବ ନୂତନ ଓଡିଆ ସିନେମା ‘୪ ଇଡିଟସ’

୪ ଜଣ ସାଙ୍ଗଙ୍କ ଉପରେ ପର୍ଜ୍ୟବେଶିତ ଏହି ସିନେମାଟି

ଓଡିଆ ସିନେମା ଜଗତରେ ପ୍ରଥମକରି ଏକ ନୂତନ ସାଦର ସିନେମା ଦର୍ଶକମାନଙ୍କ ପାଖରେ ଉପସ୍ଥାପିତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଏକତ୍ରିତ ହେଉଛନ୍ତି ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ , ପ୍ରକାଶ ଫିଲ୍ମ ଏବଂ ଟପ ପ୍ରଡକ୍ସନ ହାଉସ ଅକ୍ଷୟ ପରିଜା ମିଳିତ ଭାବେ ଘୋଷଣା କରିଛନ୍ତି ଏକ ନୂତନ ସିନେମା ପାଇଁ ।

ଜୀ ସାର୍ଥକ , ପ୍ରକାଶ ଫିଲ୍ମ ଏବଂ ଅକ୍ଷୟ ପରିଜା କହିଛନ୍ତି କି ଓଡିଆ ସିନେମାକୁ ଗୋଟେ ନୂଆ ଲେବୁଲରେ ନେବାକୁ ଆମେ ଯୋଜନା କରିଛୁ । କିଛି ନୂଆ କରିବା ପାଇଁ ଯୋଜନା ମଧ୍ୟ ଅଛି । ଆମେ ଚେଷ୍ଟା କରିବୁ ୧୨ଟି ଭଲ ଓଡିଆ ସିନେମା ଏହି ୨ ବର୍ଷରେ ଦର୍ଶକଙ୍କୁ ଭେଟି ଦେବାକୁ । ଏବେ ଆମେ ଗୋଟେ ନୂତନ ଧରଣର ସିନେମା ଭେଟି ଦେବୁ ଓଡିଆ ଦର୍ଶକଙ୍କୁ ।

ଏହିପରି କାହାଣୀଙ୍କୁ ନେଇ ନୂତନ ଢଙ୍ଗରେ ନୂତନ ଚିନ୍ତାରେ ନିର୍ମାଣ ହେବାକୁ ଯାଉଛି ଓଡିଆ ସିନେମା ‘ ୪ ଇଡିଟସ ‘ । ଏହି ସିନେମାଟି ୪ ଜଣ ସାଙ୍ଗଙ୍କ ଉପରେ ପର୍ଜ୍ୟବେଶିତ । ଏହି ୪ ଜଣ ସାଙ୍ଗ ଭିତରେ ଗଭୀର ଭଲ ପାଇବା ଅଛି । ଏହି ୪ ଇଡିଟସ ହେଲେ ସବ୍ୟସାଚୀ , ଆକାଶ , ପପୁ ପମ ପମ , କୁନା ତ୍ରିପାଠୀ , ଏଲିନା , ଲିପ୍ସା , ପୁନମ ଓ ଚାନ୍ଦିନୀ ।

ପଢନ୍ତୁ ;

ପୁଣି ଥରେ ଚର୍ଚ୍ଚାରେ ଆସିଲେ ଏହି ତ୍ରିମୂର୍ତି

Related posts

ରେଣୁକା ସାହାଣେ :‘ହମ୍‌ ଆପକେ ହୈ କୌନ୍‌’ ରିମେକରେ ବରୁଣ ଓ ଆଲିଆ ନାୟକ-ନାୟିକା ହେଲେ ଭଲ ଲାଗିବ

ENO Beuro

ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ

ENO Beuro

ଏକ ଭିଲେନ ସିକ୍ଵେଲରେ ସିଦ୍ଧାର୍ଥ ଓ କୀର୍ତି

ENO Beuro

2 comments

Leave a Comment