Entertainment

ଆସନ୍ତା ୯ରେ ମୁକ୍ତିଲାଭ କରିବାକୁ ଯାଉଛି ‘ନାୟକର ନାଁ ଦେବଦାସ’

Film

ଆସନ୍ତା ୯ ତାରିଖରେ ପରଦାକୁ ଆସୁଛି ବହୁ ପ୍ରତିଖିତ ଚଳଚିତ୍ର ‘ନାୟକର ନାଁ ଦେବଦାସ’। ବିଭିନ୍ନ ଭାଷାରେ ଦେବଦାସ ମୁଭି ପରଦାରେ ରାଜ କରିଆସିଛି। ତେବେ ଓଲିଉଡରେ ସାରା ଓଡିଶାର ୫୪ ଟି ସିନେମା ହଲରେ ଏକକାଳୀନ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ପ୍ରମିୟର କଟକ ଓ ଭୁବନେଶ୍ୱରରେ ହେବ ।

Hqdefault

ଓଡିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ର ନାୟକର ନାଁ ଦେବଦାସରେ ଦେବଦାସ ଭୂମିକାରେ ନଜର ଆସିବେ ଅଭିନେତା ଅସିତ, ପାରୋ ଭୂମିକାରେ ଭୂମିକା ଦାସ  ଅଭିନୟ କରୁଥିବା ବେଳେ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ

 

ଏହି ଚଳଚ୍ଚିତ୍ରରେ ଦେବୀଦତ୍ତ ମହାନ୍ତି ସଂଳାପ ରଚନା କରିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ ହ୍ୟୁମାନ ସାଗର,ବିଷ୍ଣୁ ମୋହନ କବି, ଅନିଷା ପ୍ରମୁଖ ।ତେବେ ଏହି ଚଳଚିତ୍ର ଦର୍ଶକଙ୍କ କେତେ ମନକୁ ଆସୁଛି ତାହା ତ ଏହାର ରିଲିଜ ପରେ ହିଁ ଜଣାପଡିବ।

ପଢନ୍ତୁ: ରାମସୀତା ଚରିତ୍ରରେ ପରଦାକୁ ଆସୁଛନ୍ତି ହ୍ରିତିକ୍-ଦୀପିକା

Related posts

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

ENO Beuro

ବିଭାହ କଲେ ଅଭିନେତ୍ରୀ ଶ୍ରୀୟା ସରନ

ENO Beuro

Jatra Indrabhubana || Night Melody Dance Videos || Jatra Duniya || HD Videos

ENO Beuro

Leave a Comment