Loading...

ୟୁପିଆଇ ପେମେଣ୍ଟ୍‌ରେ ସମସ୍ୟା ପାଇଁ କ୍ଷମା ପ୍ରାର୍ଥନା କଲା ଏସବିଆଇ

ୟୁପିଆଇ ପେମେଣ୍ଟ୍‌ରେ ସମସ୍ୟା ପାଇଁ କ୍ଷମା ପ୍ରାର୍ଥନା କଲା ଏସବିଆଇ

ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ୟୁପିଆଇଗୁଗୁଲପେ, ଫୋନ୍‌ପେ, ପେଟିଏମ୍ ଆଦି ଆପ୍ ଜରିଆରେ ନେଣଦେଣ କରିପାରୁନାହାନ୍ତି ଏସବିଆଇ ଗ୍ରାହକ।

ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ୟୁପିଆଇଗୁଗୁଲପେ, ଫୋନ୍‌ପେ, ପେଟିଏମ୍ ଆଦି ଆପ୍ ଜରିଆରେ ନେଣଦେଣ କରିପାରୁନାହାନ୍ତି ଏସବିଆଇ ଗ୍ରାହକ। କୌଣସି ଜିନିଷ କିଣି ମୋବାଇଲ୍‌ ଜରିଆରେ ପେମେଣ୍ଟ୍‌ କରିବା ବେଳେ ତାହା ସଫଳ ହେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି। ବିଶେଷ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗ୍ରାହକମାନେ ଅସୁବିଧା ସାମ୍ନା କରୁଥିବା ଜଣାପଡ଼ିଛି। ଏଭଳି ବିଭ୍ରାଟକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କହିଛନ୍ତି। ତେବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏସଂକ୍ରାନ୍ତରେ ବିବୃତି ଜାରି କରି କୁହାଯାଇଛି ଯେ ପ୍ରଯୁକ୍ତିରେ ଉନ୍ନତି କାର୍ଯ୍ୟ କରାଯାଉଥିବାରୁ ବ୍ୟାଙ୍କର ୟୁପିଆଇ ସେବାରେ ଅସ୍ଥିରତା ପରିଲକ୍ଷିତ ହୋଇଛି। ଏଭଳି ଅସୁବିଧା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ। ଏସଂକ୍ରାନ୍ତରେ ଆମେ ଆପଣଙ୍କୁ ଶୀଘ୍ର ସଦ୍ୟତମ ସୂଚନା ବିଷୟରେ ଅବଗତ କରିବୁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.