LIFESTYLE

ପରିସ୍ରାର ରଙ୍ଗରୁ ଜଣାପଡିବ ରୋଗ ସମ୍ପର୍କରେ

ପରିସ୍ରା ରଙ୍ଗ ଖୋଲିବ ଆପଣଙ୍କ ଶରୀରର ସବୁ ରହସ୍ୟ , ଜାଣନ୍ତୁ କିପରି ଜାଣିବେ ସେ ସମ୍ପର୍କରେ

ମନ୍ୟୁଷ୍ୟ ଶରୀରର ପ୍ରାୟ ୭୦ ଭାଗ ଜଳ ଅଟେ। ମଣିଷ ପ୍ରତିଦିନ ଯଦି ଆବଶ୍ୟକ ପରିମାଣରେ ପାଣି  ନ ପିଏ ତେବେ ତାକୁ ବିଭିନ୍ନ ରୋଗ ଆକ୍ରାନ୍ତ କରିଥାଏ। ଆମେ ସମସ୍ତେ ଜାଣିଛେ କି ମନୁଷ୍ୟ ଶରୀରରେ ଅତିରିକ୍ତ ପାଣି ମୁତ୍ର ଆକାରରେ ଶରୀରରୁ ବାହାରିଯାଇଥାଏ। ଏହି ବର୍ଜ୍ୟ ବସ୍ତୁ ହିଁ ଆମକୁ ଜଣାଇଦିଏ ଆମ ଦେହ ସମ୍ପର୍କରେ। ଆଜି ଆମେ ଏହି ଆର୍ଟିକିଲ୍ ରେ କହିବୁ କି ମୁତ୍ରର ରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କିପରି ସଙ୍କେତ ଦେଇଥାଏ

ମନୁଷ୍ୟ ମୁତ୍ରର ରଙ୍ଗ ତାର ଶରୀରରେ ଲାଗୁଥିବା ରୋଗ ଅନୁସାରେ ବଦଳିଥାଏ। ମୁତ୍ର ସିଧା ମନୁଷ୍ୟର ପେଟରୁ ବାହାରିଥାଏ ଯଦି ପେଟ ଆପଣଙ୍କ ଖରାପ ହୋଇଥାଏ ତେବେ ଏହା ହଳଦିଆ ରଙ୍ଗର ହୋଇଥାଏ ଏହା ଛଡା ବହୁତ ସାରା ମନୁଷ୍ୟକୁ ପେଟ ଛଡା ଗୁର୍ଦା ସହ ଯୋଡି ହୋଇଥିବା ରୋଗ ଆସିଯାଇଥାଏ, ତାଙ୍କ ପରିଶ୍ରାର ରଙ୍ଗ ସାମାନ୍ୟ ରହେ ନାହିଁ ହଳଦିଆ ହୋଇଯାଏ, ଏହି ହଳଦିଆ ରଙ୍ଗର ପରିଶ୍ରାରୁ ଆମକୁ ଜଣାପଡିଯାଏ କି ଆମ ଶରୀରରେ ହେଲଥ ଲେବୁଲ୍ କେଉଁ ପର୍ଯ୍ୟନ୍ତ ଅଛି, ମାନେ ପରିଶ୍ରାର ରଙ୍ଗରୁ ଆମେ ଜାଣି ପାରୁ କି ଆମ ସ୍ୱାସ୍ଥ୍ୟର ମାପ କିପରି ଅଟେ, ଯଦି ଆପଣଙ୍କ ପରିଶ୍ରାର ରଙ୍ଗ ବଦଳିଯାଏ ତେବେ ତଳେ ଏହି ସଙ୍କେତକୁ ପଢନ୍ତୁ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ପଢନ୍ତୁ; ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳେ ପିଅନ୍ତୁ ଏହି ପତ୍ର ରସ

Related posts

ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ENO Beuro

ଜାଣିରଖନ୍ତୁ କେଉଁ ପୁରୁଷକୁ ବିବାହ କରିବାଦ୍ଵାରା ଜୀବନରେ ସୁଖଶାନ୍ତି ଭଙ୍ଗ ହୋଇଥାଏ?

ENO Beuro

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?

ENO Beuro

Leave a Comment