POLITICALS

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା: ପ୍ରଥମ ଦିନରେ ବିଜେପି ଉପରେ ବର୍ଷିଲେ

ମୋଦି ଭଲ କିନ୍ତୁ ତାଙ୍କ ଚିନ୍ତାଧାରା ଭଲ ନୁହେଁ ବୋଲି କହିଲେ ଉର୍ମିଲା

କଂଗ୍ରେସରେ ଯୋଗ ଦେବାର ଗୋଟିଏ ଦିନ ପରେ ଅଭିନେତ୍ରୀ ଉର୍ମିଲା  ବର୍ଷିଛନ୍ତି ମୋଦୀଙ୍କ ଉପରେ। ମୋଦି ଲୋକ ହିସାବରେ ବହୁତ ଭଲ ମାତ୍ର ତାଙ୍କର ରାଜନୈତିକ ଚିନ୍ତାଧାରା ଭଲ ନୁହେଁ ବୋଲି ଅଭିଯୋଗ  କରିଛନ୍ତି ଉର୍ମିଲା। ବିଜେପିରେ ୫ ବର୍ଷ କାର୍ଯ୍ୟ ମଧ୍ୟରେ କେବଳ ଘୃଣା  ଏବଂ ଅସହିଷ୍ଣୁତା  ବୃଦ୍ଧି ହୋଇଥାଇବା ସେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ବିଜେପି ଶାସନରେ ଅଭିନେତା ଓ ଅଭିନେତ୍ରୀମାନଙ୍କର ପୂର୍ଣ ସ୍ଵାଧୀନତା  ମିଳୁନଥିବା ସେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଏକ ଗଣତନ୍ତ୍ର ରାଷ୍ଟ୍ରରେ  ବାସ କରୁଛୁ।  ଲୋକଙ୍କ କଥା କହିବାର ପୂର୍ଣ ସ୍ଵାଧୀନତା ଅନେକ ମାତ୍ରାରେ କ୍ଷ୍ଯୁର୍ଣ ହେଉଥିବା ସେ ଅଭିଯୋଗ କରିଛନ୍ତି।

ପଢନ୍ତୁ: କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

Related posts

ଟିଭି ବିତର୍କରୁ ଦୂରେଇଲେ କଂଗ୍ରେସ ମୁଖପାତ୍ର

Ratnamani Moharana

ପାଟକୁରା ନିର୍ବାଚନ ରଣନୀତି ପ୍ରସ୍ତୁତିରେ ୩ ପ୍ରମୁଖ ଦଳ

Ratnamani Moharana

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

1 comment

Leave a Comment