ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବେସାମରିକ ବିମାନ ଉଡ଼ାଣ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ବୁଧବାର ଆମେରିକାଗାମୀ ଏୟାର ଇଣ୍ଡିଆର ୮ଟି ବିମାନର ଉଡ଼ାଣ ବାତିଲ କରାଯାଇଛି।
ବେସାମରିକ ବିମାନ ଉଡ଼ାଣ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ବୁଧବାର ଆମେରିକାଗାମୀ ଏୟାର ଇଣ୍ଡିଆର ୮ଟି ବିମାନର ଉଡ଼ାଣ ବାତିଲ କରାଯାଇଛି। ଏହି ବିମାନଗୁଡ଼ିକ ଯଥାକ୍ରମେ ଦିଲ୍ଲୀରୁ ସାନ୍ଫ୍ରାନ୍ସିସ୍କୋ, ନ୍ୟୁୟର୍କ, ସିକାଗୋ, ନେୱର୍କ ମଧ୍ୟରେ ଉଡ଼ାଣ କରିବାର ଥିଲା। ଉତ୍ତର ଆମେରିକାରେ ୫-ଜି ଇଣ୍ଟରନେଟ୍ ସେବା ଯୋଗୁଁ ବିମାନ ବୈଷୟକ ତ୍ରୁଟି ଲକ୍ଷ୍ୟ କରାଯାଉଛି ଏବଂ ଏଥିନେଇ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିବା ପରେ ଡିଜିସିଏ ଏହି ପଦକ୍ଷେପ ଗ୍ରହଣ କରିଛି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି।
ସୂଚନାଯୋଗ୍ୟ ଯେ ଆମେରିକାର ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) ପକ୍ଷରୁ ୧୪ ତାରିଖରେ ୫-ଜି ଇଣ୍ଟରନେଟ୍ ଯୋଗୁଁ ବିମାନର ରେଡିଓ ଅଲ୍ଟିମିଟରରେ ସମସ୍ୟା ଉପୁଜିଥିବା ଏବଂ ବିମାନ ଅବତରଣରେ ସମସ୍ୟା ଦେଖାଯାଉଥିବା ନେଇ ସୂଚନା ଦିଆଯାଇଥିଲା। ଏହି କାରଣରୁ ରନ୍-ୱେରେ ବିମାନକୁ ଅଟକାଇବା ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା। ଅଲ୍ଟିମିଟର ଦ୍ବାରା ରନ୍-ୱେଠାରୁ ଅବତରଣ ପାଇଁ ଅପେକ୍ଷା କରିଥିବା ବିମାନ ମଧ୍ୟରେ ଉଚ୍ଚତା ମପାଯାଇଥାଏ। ଏହି ବ୍ୟବସ୍ଥା ୫-ଜି ଯୋଗାଯୋଗ ଦ୍ବାରା ପରିଚାଳିତ ହୋଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।