ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଭାରତୀୟ ବଂଶୋଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶ୍ରୀ ବାଙ୍ଗାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିବା ଗୁରୁବାର ଘୋଷଣା କରିଛନ୍ତି।
ଭାରତୀୟ ବଂଶୋଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶ୍ରୀ ବାଙ୍ଗାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିବା ଗୁରୁବାର ଘୋଷଣା କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଯୁକ୍ତ ଡେଭିଡ୍ ମାଲପାସ୍ ଜୁନ୍ ମାସରେ ବିଶ୍ୱ ବ୍ୟାଙ୍କର ସଭାପତି ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଥିବା ନେଇ ଘୋଷଣା କରିବାର କିଛି ଦିନ ପରେ ଏହି ଖବର ଆସିଛି। ମାଲପାସଙ୍କର ୫ ବର୍ଷର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୪ରେ ଶେଷ ହେବାର ଥିଲା। ବିଶ୍ୱ ବ୍ୟାଙ୍କର ସଭାପତି ସାଧାରଣତ ଆମେରିକୀୟ ହୋଇଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ପାରମ୍ପରିକ ଭାବରେ ୟୁରୋପୀୟ ହୋଇଥାନ୍ତି। ୬୩ ବର୍ଷୀୟ ଶ୍ରୀ ବାଙ୍ଗା ଭାରତୀୟ-ଆମେରିକୀୟ ଏବଂ ବର୍ତ୍ତମାନ ଇକ୍ୱିଟି ଫାର୍ମ ଜେନେରାଲ ଆଟଲାଣ୍ଟିକରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।