Loading...

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ବାଇଡେନ ଆସନ୍ତାମାସ (ସେପ୍ଟେମ୍ବର)୭ ତାରିଖରୁ ୧୦ ପର୍ଯ୍ୟନ୍ତ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ସ୍ପଷ୍ଟ କରିଛି ହ୍ବାଇଟ ହାଉସ।

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ବାଇଡେନ ଆସନ୍ତାମାସ (ସେପ୍ଟେମ୍ବର)୭ ତାରିଖରୁ ୧୦ ପର୍ଯ୍ୟନ୍ତ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ସ୍ପଷ୍ଟ କରିଛି  ହ୍ବାଇଟ ହାଉସ। ଏହି ଗସ୍ତରେ ସେ ୨ ଥର ପ୍ରଧାନମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିବେ । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି ।  

ସୂଚନାନୁସାରେ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କରି ଉକ୍ତ ‘ରିଲିଜ୍‌’ରେ କୁହାଯାଇଛି: ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ଜି୨୦ ନେତୃତ୍ବକୁ ପ୍ରଶଂସା କରିବେ। ଏହାଛଡ଼ା, ୨୦୨୬ରେ ଆମେରିକା ଜି-୨୦ର ଆୟୋଜନ କରିବ ବୋଲି ଘୋଷଣା କରିବା ସହିତ ଏହି ପ୍ରମୁଖ ଅର୍ଥନୈତିକ ସହଯୋଗ ମଞ୍ଚ ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ସେ ପୁନଃସୁନିଶ୍ଚିତ କରିବେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.