News

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା ଅତ୍ୟନ୍ତ ଆବଶ୍ୟକ । କାରଣ ଲେମ୍ବୁ ଚୋପା ଆମ ଶରୀରର ବିଭିର୍ଣ୍ଣ ଗଣ୍ଠିସ୍ଥାନରେ ହେଉଥିବା ଯନ୍ତ୍ରଣାରୁ ଉପଶମ ଦେଇପାରିବ ।

  • ୨ଟି ଲେମ୍ବୁର ଚୋପାକୁ ଏକ ଜାରରେ ନେଇ ସେଥିରେ ଅଲିଭ ତେଲ ମିଶାନ୍ତୁ । ତାହାକୁ ଭଲ ଭାବରେ ଗୋଳାଇ ଦୁଇସପ୍ତାହ ପର୍ଯ୍ୟନ୍ତ ରଖିଦିଅନ୍ତୁ । ଦୁଇସପ୍ତାହ ପରେ ଜାରରୁ କାଢି ନର୍ମ ହେଇଯାଇଥିବା ଲେମ୍ବୁଚୋପାକୁ ଏକ କପଡାରେ ଆଣି ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖନ୍ତୁ । ତାହାକୁ ସେହିସ୍ଥାନରେ ଧୀରେ ଧୀରେ ଘଷନ୍ତୁ ଏବୋଂ ସେହିଭଳି ରଖି ବାନ୍ଧି ଦିଅନ୍ତୁ । ଚବିଶ ଘଣ୍ଟା ପର୍ଯ୍ୟନ୍ତ ତାହାକୁ ସେହିଭଳି ବାନ୍ଧି ରଖନ୍ତୁ । ତା’ ପରଦିନ ସେହିସ୍ଥାନ ଖୁବ ଆରାମ ଲାଗିବ ।
  • ତେବେ ଖଞ୍ଜା ଯନ୍ତ୍ରଣା ଏଡାଇବା ପାଇଁ ଜଣେ ନିୟମିତ ବ୍ୟାୟାମ କରିବା ସହ ଏହି ଚିକିଶ୍ଚା ପଦ୍ଧତି ଆପଣାଇଲେ ବେକ, ପିଠି, ଆଣ୍ଠୁଗଣ୍ଠି, ପାଦ ଓ ଅଣ୍ଟା ଯନ୍ତ୍ରଣାକୁ ମଧ୍ୟ ଏଡାଇ ହେବ ।
  • ଏଥିସହିତ ଅସ୍ଥି ମଜଭୁତ ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟ ଖାଇବା ଜରୁରୀ ।

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

ପଢନ୍ତୁ, ମେଥି ର ଦରକାରୀ ଗୁଣ ବିଷୟରେ

Related posts

ଭାରତକୁ ଆସିବ ହାଇପରଲୁପ୍‌ ପରିବହନ ବ୍ୟବସ୍ଥା : ମୁମ୍ବାଇ-ପୁନେ ଯାତ୍ରା ପାଇଁ ଲାଗିବ ୨୦ ମିନିଟ୍‌

ENO Beuro

Software Engineer Rajesh Gulati Allegedly Murdered His Wife & Kept In Freeze

ENO Beuro

ପାକିସ୍ତାନ ମତଦାନ ବେଳେ ହିଂସା:କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More