LIFESTYLE

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ?ତେବେ ଓଜନ ହ୍ରାସ ପାଇଁ ଖାଆନ୍ତୁ ବ୍ରାଉନ ରାଇସ

ବ୍ରାଉନ ରାଇସର ଉପକାରିତା

ଆଜିକାଲିକା ଯୁଗରେ ସମସ୍ତେ ଫିଟ୍ ରହିବା ପାଇଁ ପସନ୍ଦ କରିଥାନ୍ତି । ଶରୀରକୁ ଫିଟ୍ ରଖିବା ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ରହିବା ବହୁତ ଜରୁରୀ । କିନ୍ତୁ କମ ଦିନରେ ଓଜନ ହ୍ରାସ କରିବା ସମସ୍ତଙ୍କ ପାଇଁ ସମସ୍ୟା ହୋଇଥାଏ । ଓଜନ ହ୍ରାସର କୈାଣସି ସରଳପଦ୍ଧତି ନ’ଥିବାରୁ ଆମକୁ ଆମର ଖାଦ୍ୟଶୈଳୀ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଦ୍ୟରେ ଚୋପା ଜାତୀୟ ଖାଦ୍ୟର ବ୍ୟବହାର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଚୋପାଯୁକ୍ତ ଖାଦ୍ୟରେ ଫାଇବରର ମାତ୍ରା ଅଧିକ ରହୁଥିବାରୁ ଏହା ବହୁତ ସମୟ ପର୍ଯ୍ୟନ୍ତେ ଭୋକ ହେବାକୁ ଦିଏ ନାହିଁ, ଯାହାଦ୍ୱାରା ଶରୀରରେ ଖାଦ୍ୟର ସନ୍ତୁଳିତ ପରିମାଣ ମଧ୍ୟ ଠିକ୍ ରହିଥାଏ । ଚାଉଳର ପ୍ରକ୍ରିୟାକରଣ ବେଳେ ଏହି ଚୋପାକୁ ହଟାଇ ଦିଆଯାଉଥିବାରୁ ଏଥିରେ କ୍ୟାଲୋରୀର ପରିମାଣ ବଢିଯାଇଥାଏ ।

ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଚୋପାଯୁକ୍ତ ବ୍ରାଉନ ରାଇସ ଓଜନ ହ୍ରାସକୁ ତ୍ୱରାନିତ କରିଥାଏ । ଆମେ ୩୦ ମିନିଟ୍ ଚାଲିବା ସହିତ ଏହା ସମ ପରିମାଣର କାମ କରିଥାଏ । ଖାଦ୍ୟରେ ଅଧିକ ମାତ୍ରାରେ ଫାଇବର ରହିଲେ ଦୈନିକ ୧୦୦ କ୍ୟାଲୋରୀ କମ କରିବାରେ ସହାୟକ ହୋଇଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।


ପଢନ୍ତୁ ;

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ କାହିଁକି ହୋଇଥାଏ ?

Related posts

ଆପଣଙ୍କ ତ୍ଵଚାକୁ ଉଜ୍ଜଳ ଏବଂ ଗୋରା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର !

ENO Beuro

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ENO Beuro

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

ENO Beuro

Leave a Comment