LIFESTYLE

ମୁହଁର ବ୍ରଣ ଓ କଳାଦାଗ ପାଇଁ ଚିନ୍ତିତ କି ? ଟୁଥ୍‌ପେଷ୍ଟ୍‍ର ଏହି ସବୁ ଉପାୟ ଆପଣାନ୍ତୁ

ମୁହଁର ବ୍ରଣ ଓ କଳାଦାଗ ପାଇଁ ଚିନ୍ତିତ କି ? ଟୁଥ୍‌ପେଷ୍ଟ୍‍ର ଏହି ସବୁ ଉପାୟ ଆପଣାନ୍ତୁ

ମୁହଁର ବ୍ରଣ ଓ କଳାଦାଗ ପାଇଁ ଯଦି ଆପଣ ଚିନ୍ତିତ ତେବେ କିଛି ନିତ୍ୟ ବ୍ୟବହାର୍ଜ୍ୟ ଜିନିଷ ବ୍ୟବହାର କରନ୍ତୁ । ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ । ଟୁଥ୍‌ପେଷ୍ଟ୍‍ ଏଥିପାଇଁ ଏକ ଉତ୍ତମ ଔଷଧ ।

ଯାଣନ୍ତୁ ବ୍ୟବହାର ସମଧିୟ କିଛି ତଥ୍ୟ ।

ପ୍ରଥମେ ମୁହଁକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ।

ମଶ୍ଚରାଇଜ୍‌ ଲାଗି :- ଆପଣଙ୍କ ମୁହଁକୁ ମଶ୍ଚରାଇଜ କରିବାକୁ ଥିଲେ, ଆପଣ ଏକ ପାତ୍ରରେ ଏକ ଚାମଚ ଟୁଥ୍‌ପେଷ୍ଟ୍‍ ନେଇ ସେଥିରେ କିଛି ମାତ୍ରାରେ କ୍ଷୀର ମିଶାନ୍ତୁ। ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖି ଧୋଇଦିଅନ୍ତୁ।

ଡାର୍କସ୍ପଟ୍‌ ସମସ୍ୟା ରହିଥିଲେ :- ଏଥିଲାଗି ଆପଣଙ୍କୁ ଏକ ପାତ୍ରରେ କିଛି ମାତ୍ରାରେ ଟୁଥ୍‌ପେଷ୍ଟ ନେଇ ସେଥିରେ ଏକ ଚାମଚ ଟମାଟୋ ରସକୁ ମିଶାଇବାକୁ ହେବ। ଏହାପରେ ଆପଣ ଏହାକୁ ଆପଣଙ୍କ ଡାର୍କସ୍ପଟରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ିଦେବାକୁ ପଡ଼ିବ ଏବଂ ପରେ ମୁହଁକୁ ଧୋଇଦେବାକୁ ହେବ।

ମୁହଁର ବ୍ରଣ ଓ କଳାଦାଗ ପାଇଁ ଚିନ୍ତିତ କି ? ଟୁଥ୍‌ପେଷ୍ଟ୍‍ର ଏହି ସବୁ ଉପାୟ ଆପଣାନ୍ତୁ

ପଢନ୍ତୁ, ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ

Related posts

ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ

ENO Beuro

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ENO Beuro

ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ନବଦମ୍ପତିଙ୍କୁ ଖାଇବା ମନା

ENO Beuro

1 comment

Leave a Comment