News

କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼

toll

ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ କରିଛି । ତ୍ରିଶୁର ଜିଲ୍ଲାର ପାଲିଏକାରା, ପାଲାକଡ଼ ଜିଲ୍ଲା ପାମପାମପାଲ୍ଲାମ ଏବଂ କୋଚିନ ଜିଲ୍ଲାର କୁମ୍ବଲମ ଜିଲ୍ଲାର ଟୋଲ୍ ପ୍ଲାଜାରେ ଏହି ଛାଡ଼ କରାଯାଇଛି । ଗତ ସପ୍ତାହରେ ଏହି ଦେୟ ଛାଡ଼ ଘୋଷଣା କରାଯାଇଥିଲା ଏବଂ ଚଳିତ ସପ୍ତାହ ଶେଷ ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଏହା କାଏମ୍ ରହିବ ।

toll

ରାଜ୍ୟର ଅନେକ ରାଜପଥ ବନ୍ୟାଜଳ ପ୍ଲାବିତ ହୋଇଛି । ଆଲୁଆ ନିକଟ ଜାତୀୟ ରାଜପଥ ନଂ- ୫୪୪ର କିଛି ଅଂଶ ମଧ୍ୟ ଡ୍ୟାମ ଜଳରେ ବୁଡ଼ି ରହିଛ।

ପଢନ୍ତୁ;ରାଜଧାନୀରେ ମର୍ଡର,ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କଲା ପୁଲିସ୍‌

Related posts

କୁନ୍ଦୁଲି ଗଣବଳାତ୍କାର : ପ୍ରତିବାଦରେ ଓଡ଼ିଶା ବନ୍ଦ ,କଂଗ୍ରେସ ଓ ବିଜେପିର ୧୨ ଘଣ୍ଟିଆ ବନ୍ଦ

ENO Beuro

ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍

ENO Beuro

୨୭ ଯାଏ ପ୍ରବଳ ବର୍ଷା

ENO Beuro

Leave a Comment