LIFESTYLE

ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ଆସନ୍ତୁ ଜାଣିବା

ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ଆସନ୍ତୁ ଜାଣିବା

ଲୋକମାନେ ନିଜ ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁ ଦୋଷ ଉପରେ ଧ୍ୟାନ ଦେବା ଉଚିତ । କାରଣ ଏଥିପାଇଁ ଅନେକ ସମସ୍ୟା ଆସିଥାଏ । ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ସେହିଭଳି ଆସନ୍ତୁ ଜାଣିବା ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ।

  • ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ  ବାସ୍ତୁ ଦୋଷ ଥିଲେ ସେହି ସ୍ଥାନରେ  ଫିଟିକିରିକୁ ରଖନ୍ତୁ । ଏହି ଛୋଟ ଫିଟିକିର ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ।

fitikiri

  • ଆପଣଙ୍କ ଅଫିସର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ।  ଏହା ଆପଣଙ୍କ ଅଫିସ ଉପରେ  ଥିବା ଖରାପ ନଜରରୁ ରକ୍ଷା କରିବ।
  • ଘର ଉପରେ ନକରାତ୍ମକ ପ୍ରଭାବ ପଡୁଥିଲେ ଗାଧୁଅ। ଘରେ ଏକ ଗିନାରେ  ଫିଟିକରି ରଖନ୍ତୁ। ପ୍ରତି ମାସରେ ଫିଟିକିରିକୁ ବଦଳେଇବାକୁ ଯେପରି ନ ଭୁଲନ୍ତି।

ଜାଣନ୍ତୁ, ଶରୀର ସହ କେଶ ପାଇଁ ଲୁଣ କେତେ ଉପକାରୀ ଆସନ୍ତୁ ନଜର ପକାଇବା

Related posts

ଆପଣଙ୍କର ମଧୁମେହ ସମସ୍ୟା ରହିଛି କି? ତେବେ ଖାଆନ୍ତୁ ଜାମୁକୋଳି

ENO Beuro

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଔଷଧ ଖାଇବା ସମୟରେ ଖାଇବା ଉଚିତ ନୁହେଁ?

ENO Beuro

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

Leave a Comment