LIFESTYLE

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

ସମୟର ଅଭାବ ଏବଂ ଜୀବନକୁ ସହଜ କରିବା ପାଇଁ ଆଜିକାଲି ଲିଫ୍ଟର ବହୁଳ ବ୍ୟବହାର କରାଯାଉଛି । କିନ୍ତୁ ଲିଫ୍ଟର ବ୍ୟବହାର ନକରି ସିଡିର ବ୍ୟବହାର କରିବା ବୁଦ୍ଧିମାନାର କାମ । ଲିଫ୍ଟ ବ୍ୟବହାର କରିବା  ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ  । ଏହାର କାରଣ ଜାଣିବା ପରେ ଆପଣ ଲିଫ୍ଟର  ବ୍ୟବହାର କରିବେ ନାହିଁ । ଏହା ସହିତ ସିଡିର ଉପକାରୀ ଗୁଣ ବିଷୟରେ ଜାଣିଲେ ଆପଣ ସିଡିର ବ୍ୟବହାର ଛାଡ଼ିବେ ନାହିଁ । ସିଡିଯେ କେବଳ ବ୍ୟାୟମ ପାଇଁ ବ୍ୟବହାର କରାଯାଏ ଏହା ସମସ୍ତେ ଜାଣନ୍ତି । ତେଣୁ କେହି କେହି ଓଜନ ହ୍ରାସ କରିବା ପାଇଁ ସିଡିର ବ୍ୟବହାର କରନ୍ତି । କିନ୍ତୁ ସିଡିର ବ୍ୟବହାର କରିବା ଦ୍ୱାରା ଆଉ କେତେକ ଫାଇଦା ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ଏହା ସମ୍ପର୍କ ରେ ;

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ lift

  • ଏକ ଗବେଷଣାରୁ  ଜଣାପଡ଼ିଛି ଯେ, ଯଦି ଆପଣ ପ୍ରତିଦିନ ସିଡିର ବ୍ୟବହାର କରୁଛନ୍ତି ତେବେ ବୃଦ୍ଧ ସମୟରେ ସମସ୍ୟା କମ ଦେଖାଯାଏ । ଯଦି ଶ୍ୱାସ ସମସ୍ୟା ଦେଖାଯାଉଛି ତେବେ ସିଡି ଚଢିବା ଶରୀର ପାଇଁ  ଲାଭଦାୟକ ହୋଇଥାଏ ।
  • ଡାକ୍ତରଙ୍କ କହିବା ଅନୁସାରେ ପ୍ରତିଦିନ ଲିଫ୍ଟ ପରିବର୍ତ୍ତେ ସିଡିର ବ୍ୟବହାର କରିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଅମ୍ଳଜାନ ମିଳିଥାଏ । ଯେଉଁମାନେ କମ ସିଡି ଚଢିଲେ ମଧ୍ୟ କ୍ଲାନ୍ତ ହୋଇଯାନ୍ତି ସେମାନେ ପ୍ରତିଦିନ ସିଡି ଚଢିଲେ ଲାଭ ମିଳିଥାଏ ।
  • ଗୋଟିଏ ଫ୍ଲୋରରୁ ଅନ୍ୟ ଫ୍ଲୋରକୁ ଯିବା ପାଇଁ ସିଡିର ବ୍ୟବହାର କଲେ ଶରୀରରେ କ୍ୟାଲୋରୀ କମ ହୋଇଥାଏ । ମାୟୋକ୍ଲୋନିକ ଅନୁସାରେ ସିଡି ଚଢିବା ସମୟରେ ଏକ ମିନିଟରେ ୭ କ୍ୟାଲୋରୀ କମ ହୋଇଥାଏ । ଯଦି ପ୍ରତିଦିନ ଦୁଇଥର ସିଡିର ବ୍ୟବହାର କରାଯାଏ ତେବେ ବର୍ଷକୁ ୨.୭ କିଲୋ ଓଜନ କମ ହୋଇଥାଏ ।
  • ଏକ ସର୍ବେକ୍ଷଣ ଦ୍ୱାରା କୁହାଯାଇଛି ଯେ ,ସିଡି ଚଢିବା ଦ୍ୱାରା  କୋଲେଷ୍ଟ୍ରଲ ତିଆରି ହୋଇଥାଏ,ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ  ।

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ stair

ପଢନ୍ତୁ ;

ଆପଣ ଜାଣନ୍ତି କି ? ଗର୍ଭାବସ୍ଥାରେ ମୋବାଇଲ ଫୋନ୍ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ । ଜାଣନ୍ତୁ ଏହାର କାରଣ

 

Related posts

ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

ENO Beuro

ଗାଢ କଳା କେଶ ଚାହୁଁଛନ୍ତି କି ? ତେବେ ଜାଣିରଖନ୍ତୁ କେଶକୁ ଗାଢ କଳା କରିବା ପାଇଁ କ’ଣ କ’ଣ ଆବଶ୍ୟକ ହୋଇଥାଏ ?

ENO Beuro

ପ୍ରତିଦିନ କଫି ପିଉଛନ୍ତି କି? ସାବଧାନ! ନଚେତ ଭୋଗି ପାରନ୍ତି ଏହି ସବୁ ଶାରୀରିକ ସମସ୍ୟା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More