Loading...

‘ଏ+’ ଗ୍ରେଡ୍‌ ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

‘ଏ+’ ଗ୍ରେଡ୍‌ ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

୬ ମାସର ଲଢ଼େଇ ପରେ ଆଜି ବିଶ୍ବବିଦ୍ୟାଳୟ ନିଜର ଗୌରବ ଫେରିପାଇଛି। ମେ’ ୨ ତାରିଖରେ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ମାନ୍ୟତା ଦେଇଥିବା ନାକ୍‌ ଟିମ୍‌ର ତଥ୍ୟକୁ ଭୁଲ୍‌ ପ୍ରମାଣିତ କରି ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଗସ୍ତ କରିଥିବା ଟିମ୍‌ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ପ୍ରଦାନ କରିଛି।

୬ ମାସର ଲଢ଼େଇ ପରେ ଆଜି ବିଶ୍ବବିଦ୍ୟାଳୟ ନିଜର ଗୌରବ ଫେରିପାଇଛି। ମେ’ ୨ ତାରିଖରେ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ମାନ୍ୟତା ଦେଇଥିବା ନାକ୍‌ ଟିମ୍‌ର ତଥ୍ୟକୁ ଭୁଲ୍‌ ପ୍ରମାଣିତ କରି ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଗସ୍ତ କରିଥିବା ଟିମ୍‌ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ପ୍ରଦାନ କରିଛି। ନ୍ୟାସନାଲ୍‌ ଆସେସ୍‌ମେଣ୍ଟ୍‌ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌)ରେ ଉପରକୁ ଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ। ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍‌ ମାନ୍ୟତା ହାସଲ କରିଥିବା ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ନିଜର ସ୍ଥିତି ବଜାୟ ରଖିବା‌ରେ ସକ୍ଷମ ହୋଇଛି। ନାକ୍‌ ପୁନଃଯାଞ୍ଚ ପରେ ବିଶ୍ବବିଦ୍ୟାଳୟ ୩.୨୬ ସ୍କୋର ସହ ‘ଏ+’ ଗ୍ରେଡ୍‌ ହା‌ତେଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.