EnewsOdia.Com

ଖୁବ ଶୀଘ୍ର ଉତ୍ତରାଖଣ୍ଡରେ ହୋଇପାରେ ବଡ ଧରଣର ଭୂମିକମ୍ପ!

ଖୁବ ଶୀଘ୍ର ଉତ୍ତର ଭାରତର ଏକ ରାଜ୍ୟ ଉତ୍ତରାଖଣ୍ଡରେ ଏକ ବଡ ଧରଣର ଭୂମିକମ୍ପ ଆସିପାରେ ବୋଲି ଆଶଙ୍କା କରାଯାଉଛି ।୨୦୧୫ ମସିହା ଆଇଆଇଟି ବିଶେଷଜ୍ଞ ଟିମ ଉତ୍ତରାଖଣ୍ଡ ଭୂକମ୍ପ ସମ୍ବନ୍ଧୀୟ ସୂଚନା ପ୍ରଥମେ ଦେଇଥିଲେ । ବୈଜ୍ଞାନିକଙ୍କ ଅନୁଯାୟୀ ସେସମୟରେ ଇଣ୍ଡିଆନ ପ୍ଲେଟ ଗୁଡିକର ଅବସ୍ଥିତି ନେଇ ସନ୍ଦେହ ହେବାରୁ ବୈଜ୍ଞାନିକ ମାନେ ଏକାଠି କରିଥିବା ତଥ୍ୟକୁ ଭୂ- ଗର୍ଭ ମନ୍ତ୍ରାଳୟ ନିକଟକୁ ପଠାଇଥିଲେ । ଏଘଟଣାର ଚାରି ବର୍ଷ ପରେ ପୁଣି ଥରେ ସେମାନେ ଅଧିକ ରୁ ଅଧିକ ତଥ୍ୟ ହାସଲ ନେଇ ଚେଷ୍ଟା କରୁଛନ୍ତି ।

 

ରାଜ୍ୟର ରାମନଗର ଓ କଳାଧୁଙ୍ଗି କ୍ଷେତ୍ରବର୍ତ୍ତୀ ଅଞ୍ଚଳ ଗୁଡିକର ପ୍ଲେଟ ଟ୍ୱେକ୍ଟୋନିକ ଗୁଡିକ ଏକ ପାଖିଆ ଭାବେ ତୀବ୍ର ଭାବରେ ଏକ ପାଖିଆ ଭାବେ ଝୁକିବାରେ  ଲାଗିଛି । ଏଣୁ ବୈଜ୍ଞାନିକ ମାନେ ସନ୍ଦେହ କରୁଛନ୍ତିକି ଖୁବ ଶୀଘ୍ର ଏହି ଅଞ୍ଚଳରେ ୮ ଡିଗ୍ରୀ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ କୌଣସି ସମୟରେ ବି ଆସିପାରେ । କାନପୁର ଆଇଆଇଟିର ଭୁବିଜ୍ଞାନୀ ମାନେ ହିଁ ଏବାବଦରେ ପ୍ରଥମେ ସୂଚନା ଦେଇଛନ୍ତି । ଆଉ ମଧ୍ୟ ସେମାନେ କହିଛନ୍ତିକି, ଉତ୍ତରାଖଣ୍ଡର ଏହି ଦୁଇ ସ୍ଥାନରେ ହିଁ ଭୂମିକମ୍ପ ଅଧିକ କ୍ଷତି ଘଟାଇପରେ ।

ପଢନ୍ତୁ: ୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

ସମ୍ବନ୍ଧିତ ଖବର

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମିଳିଲା ନାରୀ ଶକ୍ତି ପୁରସ୍କାର

Ratnamani Maharana

ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

Ratnamani Maharana

ଫେବ୍ରୁଆରି ୧ ସକାଳ ୬ଟାରେ ଫାଶୀ ପାଇବେ ନିର୍ଭୟା ଦୋଷୀ

Ratnamani Maharana

ଘରେ ବସି କରନ୍ତୁ ପାନ୍‌ କାର୍ଡ କରେକସନ୍‌

Ratnamani Maharana

ନିର୍ଭୟା ମାମଲାରେ ଆଜିି ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ସୁପ୍ରିମକୋର୍ଟର ଶୁଣାଣି

Ratnamani Maharana

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବୁଡ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

Ratnamani Maharana