News

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

vajpayee

ପୁଣି ଅସୁସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଗତକାଲିଠାରୁ ତାଙ୍କର ଅବସ୍ଥା ଗମ୍ଭୀର ହୋଇପଡିଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।

vajpayee

ଗତକାଲି ଦିଲ୍ଲୀ ଏମସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ପାଖାପାଖି ୪୫ ମିନିଟରୁ ଅଧିକ ସମୟ ରହିଥିଲେ । ସେହିପରି ବହୁ କେନ୍ଦ୍ରମନ୍ତ୍ରୀ ବି ଏମସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଥିଥିଲେ

ସୂଚନାଯୋଗ୍ୟ, ଜୁନ୍‌ ୧୧ରୁ ବାଜପେୟୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଡିମେନସିଆ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି ବାଜପେୟୀ । ୨୦୦୯ ମସିହାରୁ ଦୀର୍ଘ ୯ ବର୍ଷ ହେବ ସେ ଅସୁସ୍ଥ ଅଛନ୍ତି।

ପଢନ୍ତୁ;ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

Related posts

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

ENO Beuro

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

ENO Beuro

ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତାକୁ ନେଇ ବିରାଟ ପ୍ରଶ୍ନବାଚୀ

ENO Beuro

1 comment

Leave a Comment