News

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ମୂତ୍ରାଶୟ ସଂକ୍ରମଣରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟବସ୍ତା ବିଗିଡିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳୁ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଆଧାରରେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ଆଜି ତାଙ୍କୁ ମେଡିକାଲରୁ ଛାଡି ଦିଆଯାଇପାରେ ବୋଲି ଜଣାପଡ଼ିଛି। ଗତକାଲି ରୁଟିନ୍‌ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ରଖାଯାଇଛି।

ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷଜ୍ଞ ଦଳ ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।ଏହି ଟିମ୍‌ରେ ନେଫ୍ରୋଲୋଜିଷ୍ଟ ଡ. ସୌମିତ ବାଗ୍‌ଚୀ, ହୃଦରୋଗ ବିଷଜ୍ଞ ଡା. ଏସ କେ ଚୌଧୁରୀ, ଗ୍ୟାଷ୍ଟ୍ରୋଣ୍ଟରୋଲାଜିଷ୍ଟ ଡ. ପ୍ରମୋଦ ଗର୍ଗ ଶ୍ରୀ ବାଜପ୍ରେୀଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର Atal Bihari Vajpayee

ପଢନ୍ତୁ; ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

Related posts

କିନ୍ନରଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକ ଗିରଫ

Krishna Kumar Manoj

ପ୍ରାକୃତିକ ଏବଂ ତାଜା ଖାଦ୍ୟ ନାଁରେ ଠକୁଥିବା ସଂସ୍ଥା ମାନଙ୍କ ପାଇଁ କଟକଣା ଜାରିକଲା ଏଫ୍‌ଏସ୍‌ଏସ୍‌ଏଆଇ

Krishna Kumar Manoj

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More