Entertainment

ଭାଲେଣ୍ଟାଇନ ଡ଼େକୁ ସ୍ପେଶିଆଲ କରିବାକୁ ଚାହୁଁଛନ୍ତି କି ?ତେବେ ନିଶ୍ଚୟ ଦେଖନ୍ତୁ ଏହି ଗୀତଟି

ଭାଲେଣ୍ଟାଇନ ଡ଼େରେ ପ୍ରେମିଯୁଗଳଙ୍କ ପାଇଁ ସ୍ପେଶିଆଲ ଗୀତ

ପ୍ରତିବର୍ଷ ୧୪ ଫେବୃୟାରୀ ଦିନକୁ ଆଜିକାଲିର ଯୁବପିଢ଼ୀ ଭାଲେଣ୍ଟାଇନ ଡ଼େ ରୂପେ ପାଳନ କରୁଛନ୍ତି । ଭାଲେଂଟାଇନ ଡ଼େ ଦିନ କାର୍ଡ଼, କ୍ୟାଣ୍ଡି, ଅନେକ ପ୍ରକାର ଉପହାର ଏବଂ ଫୁଲ ଆଦି ଆଦାନ ପ୍ରଦାନ କରିଥାନ୍ତି ପ୍ରେମୀଯୁଗଳ । କାରଣ ଏହାକୁ ପ୍ରେମ ଓ ଭଲପାଇବାର ଦିନ ବୋଲି କୁହାଯାଏ ।   ଆପଣ ମଧ୍ୟ ଏହାକୁ ନିଆରା ଭାବରେ ପାଳନ କରିପାରିବେ ।

ଭାଲେଣ୍ଟାଇନ ଡେକୁ ଖାସ କରିବାକୁ ଚାହୁଁଥିଲେ, ଆପଣଙ୍କ ପାର୍ଟନରଙ୍କୁ ଯଦି ଅଧିକ ସରପ୍ରାଇଜ ଦେବାକୁ ଚାହୁଁଛନ୍ତି ତେବେ କୌଣସି ଗୀତ ଡେଡିକେଟ କରି ରୋମାଂଟିକ ଗିଫ୍ଟ ଦେଇପାରିବେ।

ଭାଲେଣ୍ଟାଇନ ଡ଼େରେ ପ୍ରେମିଯୁଗଳଙ୍କ ପାଇଁ enewsodia ତରଫରୁ ଦେଖନ୍ତୁ ଏ ରୋମାଣ୍ଟିକ ଗୀତଟି । ”ତୋ କଥା ମନେ ପଡୁଛି ” (ବ୍ରୋକେନ ହାର୍ଟ ) ଗୀତଟି ଗାଇଛନ୍ତି କୁମାର ବାପି ଓ ପ୍ରଜ୍ଞା । ଏହି ଗୀତଟିକୁ ଦର୍ଶକଙ୍କୁ  ଖୁବ ପସନ୍ଦ ଆସିଛି । ଏହି ଗୀତଟିକୁ ୨୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

ଜଦି ଭାଲେଣ୍ଟାଇନ ଡ଼େକୁ ରୋମାଣ୍ଟିକ କରିବାକୁ ଚାହୁଛନ୍ତି ତେବେ  ”ତୋ କଥା ମାନେ ପଡୁଛି ” (ବ୍ରୋକେନ ହାର୍ଟ ) ଗୀତାଟି ନିଶ୍ଚୟ ଦେଖନ୍ତୁ ।

[su_youtube url=”https://www.youtube.com/watch?v=eNcWrMf_XUM”]

ପଢନ୍ତୁ ;

ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ?

Related posts

ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

ENO Beuro

ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ !

ENO Beuro

ରିଲିଜ ହେଲା ‘ଠାକ୍‌ରେ’ ଟ୍ରେଲର

ENO Beuro

Leave a Comment