LIFESTYLE

ଭାଲେଣ୍ଟାଇନ୍ ଦିବସରେ କ’ଣ ଉପହାର ଦେବେ ଆପଣଙ୍କ ମନର ମଣିଷକୁ ଆସନ୍ତୁ ଜାଣିବା

ଫେବୃୟାରୀ ମାସ ଆରମ୍ଭ ହୋଇଯାଇଛି, ମାନେ ପ୍ରେମର ୠତୁ ଆରମ୍ଭ ହୋଇଛି । ଏହାବ୍ୟତିତ ପ୍ରେମିକ ଏବଂ ପ୍ରେମିକାଙ୍କ ଉପହାର ଦିଆନିଆର ପର୍ବ ଆରମ୍ଭ ହୋଇଯାଇଛି । ଫୁଲ,ଏବଂ ଚକଲେଟ୍ ଦେବାର ପ୍ରଥା ଏବେ ପୂରୁଣା ହୋଇ ସାରିଛି, ଦିଅନ୍ତୁ କିଛି ଖାସ୍ ଉପହାର ଆପଣଙ୍କର ମନର ମଣିଷକୁ ଏହି ଖାସ୍ ଦିନରେ । ବହୁତ ଚିନ୍ତାକଲାପରେ ପ୍ରେମିକା କିଛି ଚିନ୍ତା କରି ନିଜର ମନର ମଣିଷକୁ କିଛି ଉପହାର ଦେଇଥାଏ । ତେବେ ଏମିତି କିଛି ସ୍ୱତନ୍ତ୍ର କଥା ଉପରେ ନଜର ପକାନ୍ତୁ।

ଭାଲେଣ୍ଟାଇନ୍ ଦିବସରେ କିଛି ଖାସ୍ ଉପହାର ବିଷୟରେ ଜାଣନ୍ତୁ

ଆଜିକାଲିର ଫାଷ୍ଟ ଯୁଗରେ ବ୍ଲୁ ଟୁଥ୍ ସ୍ପିକରର ଚାହିଦା ଖୁବ୍ ବେଶୀ । ଏହା ବଜାରରେ ଉପଲବଦ୍ଧ ହେବା ସହିତ ଆମେ ଅନଲାଇନରେ ମଧ୍ୟ କିଣିପାରିବା । ଯଦି ଆପଣଙ୍କ ପୁରୁଷବନ୍ଧୁଙ୍କର ସଙ୍ଗୀତରେ ରୂଚି ରହିଛି ତେବେ ଏହି ଉପହାରଟି ତାଙ୍କୁ ନିଶ୍ଚିତ ପସନ୍ଦ ଆସିବ ।

ଯଦି ଆପଣଙ୍କର ଖାସ୍ ବ୍ୟକ୍ତିଙ୍କୁ ବହି ପଢିବାରେ ସଉକ ରହିଛି, ତେବେ ଆପଣ ତାଙ୍କୁ ଉପନ୍ୟାସ ମଧ୍ୟ ଉପହାର ସ୍ୱରୁପ ଦେଇପାରିବେ ।

ଆପଣ ଏକ ସୁନ୍ଦର ଜ୍ୟାକେଟ୍ କିମ୍ବା ଡ୍ରେସ  ତାଙ୍କୁ ଦେଇପାରିବେ । ଆପଣ ବ୍ଲେଜର କିଣି ତାଙ୍କୁ ଉପହାର ମଧ୍ୟ ଦେଇପାରିବେ ।

ନିଜର ମନର ମଣିଷକୁ ଖୁସି କରିବା ପାଇଁ ଆଉ ଏକ ସୁନ୍ଦର ଉପହାର ହେଲା ମନିପର୍ସ । ପର୍ସ ଦେବାର ମାନେ ନୁହଁ ଯେ ଆପଣ କେବଳ ବ୍ରାଣ୍ଡେଣ୍ଡ୍ ପର୍ସ ହିଁ ଦେଇ ପାରିବା ବଜାରରେ ବିଭିନ୍ନ ପ୍ରକାର ମନିପର୍ସ ମିଳୁଛି, ଆମେ ସେଥିରୁ ବି କିଛି ଉପହାର ସ୍ୱରୁପ ଦେଇପାରିବା । ଏହାବ୍ୟତିତ ମଧ୍ୟ ମନିପର୍ସ, ବେଲ୍ଟ, ଏବଂ ଘଂଟାର କମ୍ବୋପ୍ୟାକ୍ ମଧ୍ୟ ମିଳିଥାଏ ତାକୁ ମଧ୍ୟ ଆମେ ଉପହାର ସ୍ୱରୁପ ଦେଇପାରିବା ।

ପଢନ୍ତୁ ;

ଜିରା ଓ ଗୁଡ଼ ମିଶ୍ରିତ ପାନୀୟ ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

Related posts

ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ

ENO Beuro

ଲାଲ୍ ରଙ୍ଗକୁ ପ୍ରେମର ପ୍ରତୀକ କାହିଁକି କୁହାଯାଇଥାଏ ? ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ

ENO Beuro

ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More