ବାରଣାସୀରେ ଭୁଶୁଡ଼ିଲା ଫ୍ଲାଏଓଭର ୧୮ ମୃତ !

ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ୍‌ ତଳେ ଏବେବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଭଗ୍ନସ୍ତୁପ ଭିତରେ କେତେକ କାର୍‌ ଏବଂ ବସ୍‌ ମଧ୍ୟ ଫଶି ଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରାଜ୍ୟ ସରକାର ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ସିଏମ ଶୀଘ୍ର କାର୍ୟ୍ୟାନୁଷ୍ଠାନ ପାଇଁ ଦୁର୍ଘଟଣା ତଦନ୍ତ ପାଇଁ ତଦନ୍ତକାରୀ ଟିମ୍ ଗଠନ କରିଛନ୍ତି ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି।

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ; ଜାଣନ୍ତୁ A ଅକ୍ଷରର ବ୍ୟକ୍ତିଙ୍କ ବିଷୟରେ !

ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। - 4.4

87%

ସିଏମ ଶୀଘ୍ର କାର୍ୟ୍ୟାନୁଷ୍ଠାନ ପାଇଁ ଦୁର୍ଘଟଣା ତଦନ୍ତ ପାଇଁ ତଦନ୍ତକାରୀ ଟିମ୍ ଗଠନ କରିଛନ୍ତି - 4.7

93%
4.5/5

Very Good!

ବାରଣାସୀରେ ଭୁଶୁଡ଼ିଲା ଫ୍ଲାଏଓଭର ୧୮ ମୃତ !

ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ୍‌ ତଳେ ଏବେବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଭଗ୍ନସ୍ତୁପ ଭିତରେ କେତେକ କାର୍‌ ଏବଂ ବସ୍‌ ମଧ୍ୟ ଫଶି ଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

No Votes Yet

You're not rated yet