• Home
  • Celebs News
  • ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେଡବ୍ଲାକ ଓରିଜ ବ୍ରାଣ୍ଡର ବ୍ରାଣ୍ଡ ଅମ୍ବସୋଡ଼ର
Celebs News

ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେଡବ୍ଲାକ ଓରିଜ ବ୍ରାଣ୍ଡର ବ୍ରାଣ୍ଡ ଅମ୍ବସୋଡ଼ର

ଇନ୍ଦୋର ସ୍ଥିତ ମହିଶୂର ଡିପ ପର୍ଫୁମାରୀ ହାଉସ (ଏଏମଡିପିଏଚ) ପକ୍ଷରୁ ଓଡିଶାରେ ଜେଡବ୍ଲାକ ଓରିଜ ର ଶୁଭାରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ ଓଡିଆର ନମ୍ବର ୱାନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏହାର ବ୍ରାଣ୍ଡ ଅମ୍ବସୋଡ଼ର ଭାବେ ନିଯୁକ୍ତ କରାଯାଇଛି ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମିଳନୀରେ କମ୍ପାନୀର ନିର୍ଦେଶକ ଅଙ୍କିତ ଅଗରୱାଲ କହିଛନ୍ତି ଯେ, ” ଓଡିଶା ପାଇଁ ବର୍ଷା ଙ୍କୁ ବ୍ରାଣ୍ଡ ଅମ୍ବସୋଡ଼ର ଭାବେ ନିଯୁକ୍ତ କରି ଆମେ ଜେଡବ୍ଲାକ ଓରିଜ ବ୍ରାଣ୍ଡ ର ବ୍ୟବସାୟ କୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଲକ୍ଷ ରଖିଛୁ” ।

କମ୍ପାନୀ ର ଜାତୀୟ ବ୍ରାଣ୍ଡ ଅମ୍ବସୋଡ଼ର ହେଉଛନ୍ତି କ୍ରିକେଟ ଖେଳାଳି ଏମଏସ ଧୋନୀ ।

ଓଲିଉଡ ର ଲୋକପ୍ରିୟ ଚୂଳବୁଲି ନାୟିକା ବର୍ଷା କହିଛନ୍ତି ଯେ, “ମୁଁ ଏହିଭଳି ଏକ ବିଶେଷ ଇଣ୍ଡିଆନ ବ୍ରାଣ୍ଡ ଜେଡବ୍ଲାକ ଓରିଜ ର ଅଂଶ ଭାବରେ ବହୁତ ଖୁସି ଅନୁଭବ କରୁଛି।  ବହୁତ ବହୁତ ଧନ୍ୟବାଦ ଶ୍ରୀ ଆନନ୍ଦ ଓବ୍ରାଇ ଏବୋଂ ଅଙ୍କିତ ଅଗରୱାଲ ଙ୍କୁ । ମୋର ବହୁତ ଶୁଭକାମନା ଏହି ବ୍ରାଣ୍ଡ ପାଇଁ” ।

Ollywood Queen Varsha Priyadarshini Is The Brand Ambassador For Zed black ARIJ Brand  ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେଡବ୍ଲାକ ଓରିଜ ବ୍ରାଣ୍ଡର ବ୍ରାଣ୍ଡ ଅମ୍ବସୋଡ଼ର Ollywood Queen Varsha Priyadarshini Is The Brand Ambassador For Zed black ARIJ Brand

Related posts

Sohini Mishra – A Popular Playback Singer With A Magical Voice

Jitendra

A Very Happy Birthday To Ollywood Actor Pintu Nanda

Krishna Kumar Manoj

Karan Is All Set To Make His Ollywood Debut “Shakti” With Suryamayee

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More