Celebs News

ବର୍ଷାରେ ଫିକା ପଡିଯାଇଥିବା ଦୀପାବଳି ପର୍ବ କୁ ରଙ୍ଗ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏଲିନା ଦାସ

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏଲିନା ଦାସ ଙ୍କ ଉପରେ ଏହି ଲାଗୁଚାପ ବର୍ଷା କିଛି ବି ପ୍ରଭାବ ପକେଇ ପାରିନି । ଲଘୁଚାପ ବର୍ଷାକୁ ବେଖାତିର କରି ବର୍ଷାରେ ଫିକା ପଡିଯାଇଥିବା ରଙ୍ଗର ପର୍ବ ଦୀପାବଳି କୁ ନିଆରା ଢଙ୍ଗରେ ନିଆରା ରୂପରେ ପାଳିଛନ୍ତି ଏହି ଅଭିନେତ୍ରୀ ମାନେ ।  ଯାଜପୁର ଜିଲ୍ଳା ବ୍ଳକର ହରିଦାସପୁର ଗାଁଲୋକଙ୍କ ସହ ସେମାନେ ଦୀପାବଳି ମନାଇଛନ୍ତି । ହରିଦାସପୁର କୋଶଳିଆ ସାହିରେ ମହିଳା ଏବଂ କୁନି କୁନି ପିଲାଙ୍କୁ ଲଡୁ ବାଂଟି, ସେମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ ଦୁଇ ଅଭିନେତ୍ରୀ ।

ଘର ଘର ବୁଲିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସେମାନେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏଥିସହ ରସୁଲପୁର ବ୍ଲକ କୋଳଥଳ ଗାଁର କ୍ଷେତ୍ରପାଳ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରିଥିଲେ ବର୍ଷା ଓ ଏଲିନା ।  ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ବର୍ଷାରେ ଫିକା ପଡିଯାଇଥିବା ଦୀପାବଳି ପର୍ବ କୁ ରଙ୍ଗ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏଲିନା ଦାସ  ବର୍ଷାରେ ଫିକା ପଡିଯାଇଥିବା ଦୀପାବଳି ପର୍ବ କୁ ରଙ୍ଗ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏଲିନା ଦାସ

ପଢନ୍ତୁ, ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ପାଇବେ ଘର – ବିଧାନସଭା ଷ୍ଟାଣ୍ଡିଂ କମିଟି

Related posts

Amrita Nayak Is A Playback Singer Of Odia Film Industry

Jitendra

Shakti Kapoor In Eastern Media Entertainment Opera Show

Jitendra

The Gorgeous Diva Rachana Banerjee Returning To Ollywood

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More