Loading...

ବାସ୍ତୁ

ଦୋକାନରୁ ମିଳୁନି ଲାଭ; ଜାଣନ୍ତୁ, କିପରି ପ୍ରବେଶ କରିବେ, କେଉଁଠି ପକାଇବେ କୁର୍ସି

ଦୋକାନରୁ ମିଳୁନି ଲାଭ; ଜାଣନ୍ତୁ, କିପରି ପ୍ରବେଶ କରିବେ, କେଉଁଠି ପକାଇବେ କୁର୍ସି

ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।

ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି। 

ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ।

ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚାଇଥାଏ ଲବଙ୍ଗ, ଜାଣନ୍ତୁ କିପରି

ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚାଇଥାଏ ଲବଙ୍ଗ, ଜାଣନ୍ତୁ କିପରି

ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା‘ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ ଖରାପ ନଜର ଲାଗିଥାଏ।

ରାତିରେ ନଖ କାଟିବା ଶୁଭ ନା ଅଶୁଭ!

ରାତିରେ ନଖ କାଟିବା ଶୁଭ ନା ଅଶୁଭ!

ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି।

ଘରର ଏହି କୋଣରେ ଲଗାନ୍ତୁ ଧୂପକାଠି ଶୀଘ୍ର ପ୍ରସନ୍ନ ହୋଇଯିବେ ମା’ ଲକ୍ଷ୍ମୀ

ଘରର ଏହି କୋଣରେ ଲଗାନ୍ତୁ ଧୂପକାଠି ଶୀଘ୍ର ପ୍ରସନ୍ନ ହୋଇଯିବେ ମା’ ଲକ୍ଷ୍ମୀ

ପ୍ରତ୍ୟେକ ଘରମାନଙ୍କରେ ଦେବା-ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ଦିନକୁ ଦୁଇ ଥର ମାନେ ସକାଳ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପୂଜା କରିବା ଉଚିତ୍ । ଘରେ ଭଗବାନ୍ ଙ୍କ ପୂଜା କରିବା ଦ୍ୱାରା ଅନେକ ଲାଭ ହୋଇଥାଏ ।

ହୋଲି ପର୍ବରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ହୋଲି ପର୍ବରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ରଙ୍ଗର ପର୍ବ ହୋଲି ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ସମସ୍ତେ ଖେଳିବାକୁ ପସନ୍ଦ କରିଥାନ୍ତି। କିଛି ଲୋକଙ୍କ ଘରେ ମଧ୍ୟ ହୋଲିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନବବିବାହିତ ଦମ୍ପତିଙ୍କ ପାଇଁ ଏହି ଦିନ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ।

>