Loading...

ବାସ୍ତୁ

ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ

ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ

ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।

ଜାଣନ୍ତୁ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜା କରିବାର ମହତ୍ୱ

ଜାଣନ୍ତୁ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜା କରିବାର ମହତ୍ୱ

ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।

ଘରେ ପୂଜା ଘର ଅଛିକି!! ଆସନ୍ତୁ ଜାଣିବା ଏହା ସହ ଜଡିତ କିଛି ବାସ୍ତୁ ଟିପ୍ସ

ଘରେ ପୂଜା ଘର ଅଛିକି!! ଆସନ୍ତୁ ଜାଣିବା ଏହା ସହ ଜଡିତ କିଛି ବାସ୍ତୁ ଟିପ୍ସ

ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।

ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ ମନ୍ଦାରିନ ବତକ

ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ ମନ୍ଦାରିନ ବତକ

ଉତ୍ତମ ଜୀବନସାଥୀ ପାଇବା ପାଇଁ ସମସ୍ତେ ଇଛା ରଖିଥାନ୍ତି। ପତି ଓ ପତ୍ନୀଙ୍କ ସମ୍ପର୍କରେ ସର୍ବଦା ସକରାତ୍ମକ ଭାବନା ରହିବା ନିହାତି ଜରୁରୀ ଅଟେ। ଆଜିକାଲି ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା ଅଟେ।

ଆସନ୍ତୁ ଜାଣିବା ରୁଦ୍ରାକ୍ଷ ଧାରଣ କରିବାର ସଠିକ୍ ନିୟମ

ଆସନ୍ତୁ ଜାଣିବା ରୁଦ୍ରାକ୍ଷ ଧାରଣ କରିବାର ସଠିକ୍ ନିୟମ

ରୁଦ୍ରାକ୍ଷ ଏପରି ଏକ ବସ୍ତୁ ଯାହାକୁ ରୁଦ୍ରଙ୍କ ଅଂଶ ବୋଲି କୁହାଯାଇଥାଏ।ଶାସ୍ତ୍ରରେ ମାନ୍ୟତା ରହିଛି ଯେ ରୁଦ୍ରାକ୍ଷ ର ଉତ୍ପତ୍ତି ଭଗବାନ୍ ଶିବଙ୍କ ଅଶ୍ରୁରୁ ହୋଇଥିଲା।ଏହାକୁ ବହୁ ପ୍ରାଚୀନ କାଳରୁ ଆଭୂଷଣ ଭାବେ ଗ୍ରହଣ କରାଯାଉଛି।

ଜମି କିଣିବା ପୂର୍ବରୁ  ଜାଣିନିଅନ୍ତୁ ଏହି ସବୁ ଦିଗ ସମ୍ପର୍କରେ

ଜମି କିଣିବା ପୂର୍ବରୁ ଜାଣିନିଅନ୍ତୁ ଏହି ସବୁ ଦିଗ ସମ୍ପର୍କରେ

ଆଜିକାଲି ସମ୍ପତ୍ତି ବଢାଇବା ନିମନ୍ତେ କିମ୍ବା ଘର ତିଆରି କରିବା ପାଇଁ ସମସ୍ତେ ଜମି କିଣୁଛନ୍ତି । ଏହି କ୍ଷେତ୍ରରେ ଜମି କିଣିବା କାହା ପାଇଁ ଶୁଭ ହୋଇଥିବା ବେଳେ କାହା କାହା ପାଇଁ ଏହା ଅଶୁଭ ମଧ୍ୟ ହୋଇଥାଏ ।

ପିଲାଙ୍କ ଷ୍ଟଡି ରୁମରେ ଥିବା ଜିନିଷ ପ୍ରତି ରଖନ୍ତୁ ଧ୍ୟାନ

ପିଲାଙ୍କ ଷ୍ଟଡି ରୁମରେ ଥିବା ଜିନିଷ ପ୍ରତି ରଖନ୍ତୁ ଧ୍ୟାନ

ବାସ୍ତୁ ଅନୁସାରେ ଷ୍ଟଡି ରୁମରେ କିଛି କଥା ପ୍ରତି ଧ୍ୟାନ ରଖି ପାଠପଢ଼ାରେ ମନ ଲଗାଯାଇପାରିବ । ବାସ୍ତୁ ଅନୁସାରେ ପିଲାଙ୍କ ଷ୍ଟଡି ରୁମ୍ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ହେବା ଉଚିତ୍ ।

ପରିବା କାଟିବା ଓ ଖାଦ୍ୟ ପ୍ରସ୍ତୁତି ସମୟରେ

ପରିବା କାଟିବା ଓ ଖାଦ୍ୟ ପ୍ରସ୍ତୁତି ସମୟରେ

ଘର ତିଆରି କରିବା ସମୟରେ ଅଧିକାଂଶ ଲୋକେ ବାସ୍ତୁ ନିୟମ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହାପରେ ମଧ୍ୟ ରୋଷେଇ ଘରେ କରୁଥିବା କିଛି ଛୋଟ ଛୋଟ କାର୍ଯ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ। ନଚେତ୍‌‌ ବିଭିନ୍ନ ସମସ୍ୟା ସହ ରୋଗ ମଧ୍ୟ ଲାଗି ରହିଥାଏ।

>