VASTU

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

କୌଣସି କାମରେ ଆମେ ସବୁଦିନେ ବାହାରକୁ ଯାଇଥାଉ । ଯାତ୍ରା କରିବା ସମୟରେ  କିଛି କାମରେ ଆମକୁ ସୁଫଳ ମିଳିଥାଏ ତ କିଛି କାମ ଆମର ବିଫଳ ମିଳିଥାଏ । ଏହାର କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଯାତ୍ରା କରିବା ପୂର୍ବରୁ ଆମେ କିଛି ଶୁଭ କରି ବାହାରିକା ଉଚିତ । ତେବେ ଆସନ୍ତୁ ଜାଣିବା ଯାତ୍ରା କରିବା ସମୟରେ କ’ଣ କରିବା ଉଚିତ ।

କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇ ଥାଏ ଜାଣନ୍ତୁ

ରବିବାର- ପାନ ଖାଆନ୍ତୁ ଅଥବା ଦେଖିକି ବାହାରନ୍ତୁ । ଏହା ଦ୍ଵାରା ଯେଉଁ କାମରେ ଆପଣ ଯାଇଛନ୍ତି ସେଇ କାମ ଶୁଭ ହୋଇଥାଏ ।

ସୋମବାର- ଦର୍ପଣ ଦେଖି ଯାତ୍ରା କରନ୍ତୁ । ଏହା ଦ୍ଵାରା କାମଟି ଆପଣଙ୍କ ବହୁତ ଜଲଦି ହୋଇ ଜୀବ।

ମଙ୍ଗଳବାର- ମିଠା ଟିକେ ଖାଇ ବାହାରନ୍ତୁ । ଏହି ଦିନ ଅପପଙ୍କ ଶୁଭରେ କାଟିବ ।

ବୁଧୁବାର- ପାନମଧୁରୀ ଟିକେ ପାଟିରେ ପକେଇ ବାହାରନ୍ତୁ।

ଗୁରୁବାର- ତୁଳସୀପତ୍ର ଗୋଟେ ଖାଇ ଇଷ୍ଟ ଭାଗବାନଙ୍କୁ ସ୍ମରଣ କରି ବାହାରନ୍ତୁ । ଭଗବାନଙ୍କ ଆଶୀର୍ବାଦ ସଦେବ ରହିବ ଆପଣଙ୍କ ଉପରେ ।

ଶୁକ୍ରବାର-ଖସା ଟିକେ ଖାଆନ୍ତୁ।

ଶନିବାର-ଅଦା ଟିକେ ପାଟିରେ ପକେଇ ବାହାରନ୍ତୁ ।

ବାସ୍ତୁଶାସ୍ତ୍ର ଅନୁସାରେ ଯାତ୍ରା କରିବା ସମୟରେ ଦୃଷ୍ଟିହୀନ, ବିଧବା ମହିଳା, ବିଲେଇ, ଲଣ୍ଡା ଲୋକ, ବସ୍ତ୍ରହୀନ ମଣିଷ ଓ ରୋଗୀଣା କୁକୁର ଦେଖିଲେ ଯାତ୍ରା ଅଶୁଭ ହୋଇଥାଏ । ଯାତ୍ରା ସମୟରେ ଯଦି ନିଜେ ଛିଙ୍କିଦିଅନ୍ତି କିମ୍ବା ଝିଟିପିଟି ଆଗରେ ପଡିଥାଏ, ତେବେ ଯାତ୍ରା ଅଶୁଭ ହୋଇଥାଏ । ଯାହା ଦ୍ଵାରା କିଛି କାମ ସଠିକ ହୋଇ ନ ଥାଏ ।

ପଢନ୍ତୁ ;

ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ

Related posts

ସପ୍ତାହରେ କେଉଁ ଦିନ ନଖ ଏବଂ କେଶ କାଟିବାକୁ ବାରଣ କରାଯାଏ ,ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ

ENO Beuro

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

ENO Beuro

Leave a Comment