ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ବାସ୍ତୁ ଶାସ୍ତ୍ର ଅନୁସାରେ ବମ୍ବୁ ଗଛକୁ ଭାଗ୍ୟଶାଳୀ ଓ ଶୁଭ କୁହାଯାଏ । କୁହାଯାଏ କି ଘରେ ବମ୍ବୁ ଗଛ ରଖିବା ଦ୍ଵାରା ଭାଗ୍ୟ ଓ ବୈଭବ ଆସିଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ବମ୍ବୁ ଗଛକୁ ଭାଗ୍ୟଶାଳୀ ଓ ଶୁଭ କୁହାଯାଏ । କୁହାଯାଏ କି ଘରେ ବମ୍ବୁ ଗଛ ରଖିବା ଦ୍ଵାରା ଭାଗ୍ୟ ଓ ବୈଭବ ଆସିଥାଏ । ସମୟ ସହିତ ବମ୍ବୁ ଗଛକୁ ଅଳ୍ପ ପରିବର୍ତ୍ତନ କରାଯାଇଛି । ଯାହା ଦ୍ଵାରା ତାକୁ ଘର ଭିତରେ ବି ରଖି ହେବ । ଆଜି ବିଭିନ୍ନ ଆକାର ଓ ପ୍ରଜାତିର ବମ୍ବୁ ଗଛ ଅଛି । ଆଜି ଆମେ ଆପଣଙ୍କୁ ବମ୍ବୁ ଗଛ ବିଷୟରେ ଓ ବମ୍ବୁ ଗଛକୁ ଘରର କେଉଁ ସ୍ଥାନରେ ରଖିବେ ସେହି ସମସ୍ତ କଥା କହିବାକୁ ଯାଉଛୁ । ବମ୍ବୁ ଗଛ ଏକ ଏମିତି ଗଛ ଅଟେ ଯାହାକୁ ଘରେ ରଖିବା ଦ୍ଵାରା ଅତି ସହଜରେ ଏହାର ଦେଖାଶୁଣା କରିହେବ । ବମ୍ବୁ ଗଛ ପରିବେଶକୁ ସଫା ରଖିଥାଏ । ଏହି ଗଛକୁ ରଖୁ ଥିବା ବ୍ୟକ୍ତିକୁ ଭଲ ଭାଗ୍ୟ ଓ ସୁଖ ଦେଇଥାଏ । ବମ୍ବୁ ଗଛ ଘରର ସକାରାତ୍ମକ ଶକ୍ତିକୁ ବି ବୁଦ୍ଧି କରିଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।