ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଘର ତିଆରି କରିବା ସମୟରେ ଅଧିକାଂଶ ଲୋକେ ବାସ୍ତୁ ନିୟମ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହାପରେ ମଧ୍ୟ ରୋଷେଇ ଘରେ କରୁଥିବା କିଛି ଛୋଟ ଛୋଟ କାର୍ଯ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ। ନଚେତ୍ ବିଭିନ୍ନ ସମସ୍ୟା ସହ ରୋଗ ମଧ୍ୟ ଲାଗି ରହିଥାଏ।
ଘର ତିଆରି କରିବା ସମୟରେ ଅଧିକାଂଶ ଲୋକେ ବାସ୍ତୁ ନିୟମ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହାପରେ ମଧ୍ୟ ରୋଷେଇ ଘରେ କରୁଥିବା କିଛି ଛୋଟ ଛୋଟ କାର୍ଯ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ। ନଚେତ୍ ବିଭିନ୍ନ ସମସ୍ୟା ସହ ରୋଗ ମଧ୍ୟ ଲାଗି ରହିଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯାଏ। ତେବେ ଦକ୍ଷିଣ ଦିଗକୁ ମୁହଁ କରି ପନିପରିବା କାଟିବା ସହ ଖାଦ୍ୟ ପ୍ରସ୍ତୁତି କରୁଥିଲେ ତୁରନ୍ତ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ। ଏହାସହ ପୂର୍ବ ଦିଗକୁୂ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍। ଜାଣନ୍ତୁ..
ବାସ୍ତୁ ନିୟମ ଅନୁଯାୟୀ, ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପୂର୍ବ ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରିବା ସହ ପନିପରିବା କାଟିଲେ ବେଶ ଲାଭଦାୟକ ହୋଇଥାଏ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଶରୀର ସୁସ୍ଥ ରହିଥାଏ। ଏହାସହ ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ପରିବାରରେ କଳହ ହୋଇଥାଏ।
ସେହିପରି ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଶାରୀରିକ ସମସ୍ୟା ଲାଗି ରହିଥାଏ। ବାସ୍ତୁ ଅନୁଯାୟୀ ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ସେବନ କରିବା ଉଚିତ୍। ଏହାଦ୍ୱାରା ମନ ଓ ଶରୀର ଉଭୟ ସତେଜ ରହିଥାଏ। ସେହିପରି ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ। ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଶୁଭଙ୍କର ବୋଲି କୁହାଯାଏ।
ସେହିପରି ଭୂମିରେ ଚଟାଣ ପକାଇ ଭୋଜନ କରିବା ଶୁଭଙ୍କର କୁହାଯାଏ। ଏହାଦ୍ୱାରା ଅନ୍ନର ସଠିକ୍ ସମ୍ମାନ ହୋଇଥାଏ। ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଭୂମି ଉପରେ ବସି ଭୋଜନ ଭୋଜନ କରିବା ଦ୍ୱାରା ମନ ଓ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।