VASTU

ଶନିବାର କେଉଁ ସବୁ କାମ କଲେ ଶନିଦେବଙ୍କ କୃପା ମିଳେ ଜାଣନ୍ତୁ ?

ଶନିଦେବଙ୍କୁ ନେଇ ସମସ୍ତଙ୍କ ମନରେ ନିଶ୍ଚିନ୍ତ ରୂପରେ ଭୟ ଥାଏ । ତେଣୁ ଲୋକ ଶନିଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କେତେ ପୂଜା ପାଠ କରନ୍ତି । ଯଦି ଜାତକରେ ଶନିଦୋଷ ଥାଏ ତେବେ ଲୋକ କେତେ ପୂଜା ବିଧି କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ଯଦି ଭଲରେ ପୂଜା ନ କରାଯାଏ ତେବେ ଶନିଦେବଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ପାଇଁ ଶନିବାର ଏଇ ସବୁ କରନ୍ତୁ ।

ଶନିବାର ଦିନ ଏଇସବୁ ଜିନିଷ ମାନିଲେ ଆପଣଙ୍କର ମଙ୍ଗଳ ହେବ;-

  • ନିୟମିତ ଶନିବାର ଦିନ ଶନି ଦେବଙ୍କୁ ପୂଜା କରନ୍ତୁ ଶନିଦେବଙ୍କ କୃପା ରହିବ ।
  • ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଦକ୍ଷିଣ ଦିଗକୁ ମୁଁହ କରି ଘରେ କିମ୍ବା ମନ୍ଦିରରେ ରାଶି ତେଲରେ ଦୀପ ଟିଏ ଶନିଦେବଙ୍କୁ ସ୍ମରଣ କରି ଜଳାନ୍ତୁ ଭଗବାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହେବେ।

san ଶନିବାର ଶନିବାର କେଉଁ ସବୁ କାମ କଲେ ଶନିଦେବଙ୍କ କୃପା ମିଳେ ଜାଣନ୍ତୁ ? sani deva 1

  • ଏହି ଦିନ ପୁରୁଣା ଡ଼ଙ୍ଗାର ଗୋଟିଏ କଣ୍ଟା ଆଣି ଘର ଦୁଆର ବନ୍ଧରେ ବାଡାନ୍ତୁ , ଏହାକଲେ ଶନିଦେବ ଙ୍କ କୃପା ଦୃଷ୍ଟି ପଡିଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଘୋଡାର ନାଲରେ ମୁଦି ତିଆରି କରି ହାତରେ ପିନ୍ଧିଲେ ଭଗବାନ ଶନିଦେବଙ୍କ କୋପ ଦୃଷ୍ଟି ପଡ଼ିନଥାଏ ।
  • ସବୁ ଶନିବାରେ ଶନିଦେବଙ୍କୁ ସ୍ମରଣ କରି ପୂଜା କରନ୍ତୁ । ଦେଖିବେ ଆପଙ୍କ ପରିବାର ଖୁସିରେ ଓ ସୁଖ ଶାନ୍ତିରେ ରହିବେ ।
  • ବିଶେଷ କରି ଶନିବାର ଦିନ ଆମିଷ ଖାଇବେ ନାହିଁ ।
  •  ଶନିବାର ଦିନ ସକାଳେ ଓ ସନ୍ଧ୍ୟାରେ ଶନି ଦେବଙ୍କ ପାଖରେ ଦୀପଟିଏ ଜାଲନ୍ତୁ । ଏମିତି କରିବା ଦ୍ଵାରା ଶନି ଦେବଙ୍କ କୃପା ସଦେବ ଆପଙ୍କ ଉପରେ ରହିବ।

ପଢନ୍ତୁ ; ଖରାଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି ଥଣ୍ଡା ରଖିବେ ଜାଣନ୍ତୁ?

Related posts

ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

ENO Beuro

ପ୍ରେମ ଏବଂ ନିବିଡତା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି କି? ତେବେ ଘରର ଏହି ସ୍ଥାନରେ ରଖନ୍ତୁ ଲାଫିଂ ବୁଦ୍ଧା ମୂର୍ତ୍ତି !

ENO Beuro

ଘରେ ଗଙ୍ଗାଜଳ ଥିଲେ କରନ୍ତୁ ନାହିଁ ଏହି ସବୁ କାମ , ନଚେତ ହୋଇ ପାରେ ଅସୁବିଧା

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More