VASTU

ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ? ଆସନ୍ତୁ ଜାଣିବା

dhunuchi

ପ୍ରତିଦିନ ଘରେ ଝୁଣା ଧୂଆଁ ଦେଲେ ମନ ପ୍ରସନ୍ନ ରହିଥାଏ। ଝୁଣାର ଉପଯୋଗ ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଝୁଣା ଦେବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ।

ଜାଣନ୍ତୁ ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର ହେବ-

  • ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ କର୍ପୁର ଓ ଲବଙ୍ଗ ପକାଇ ଝୁଣା ଧୂଆଁ ଘରେ ଦିଅନ୍ତୁ। ପ୍ରାର୍ଥନା ପରେ ଘରେ ଆଳତି କରନ୍ତୁ।
  • ଯଦି ଭୁଲ ବଶତଃ ସିଢି ଓ ପାଇଖାନା ଭୁଲ୍‌ ଦିଗରେ ତିଆରି କରିଛନ୍ତି ତେବେ ଚିନ୍ତା କରିବାର କାରଣ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ସେହି ଯାଗାରେ କର୍ପୂର ରଖିଦିଅନ୍ତୁ। ସମସ୍ୟା ଦୂର ହୋଇଯିବ।

dhunuchi

  • ଆର୍ଥିକ ସ୍ଥିତି ଭଲ ରହୁ ନ ଥିଲେ ପ୍ରତିଦିନ ମହାକାଳୀଙ୍କ ଆଗରେ ଝୁଣା ଦିଅନ୍ତୁ। ଆର୍ଥିକ ସ୍ଥିତି    ସୁଧୁରିଯିବ।
  • ଘରେ ଏକ ସପ୍ତାହ ଯାଏଁ ନିମ୍ୱ ପତ୍ର ପକାଇ ଝୁଣାଧୁଆଁ ଘରେ ଦିଅନ୍ତୁ। ଏହା ଘରର ସମସ୍ତ  ପ୍ରକାର ଜୀବାଣୁ ନଷ୍ଟ କରିବା ସହ ବାସ୍ତୁ ଦୋଷ ଦୂର କରିବ।
  • ଗୋଗୁଳ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ଗୋଗୁଳ ମିଶ୍ରିତ ଝୁଣା ଧୂଆଁ ଘରେ ଦେବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।

 

ପଢନ୍ତୁ; ଦେହରେ ଲେମ୍ବୁ ରସ ଲଗାଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଆସନ୍ତୁ ଜାଣିବା

Related posts

ବାସ୍ତୁଶାସ୍ତ୍ର ଅନୁସାରେ ପାଖରେ ଲକି କ୍ୟାଟ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ଯଦି ଆପଣ ୨୦୧୮ ରେ ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଜାଣି ରଖନ୍ତୁ କିଛି ଟିପ୍ସ

ENO Beuro

ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ

ENO Beuro

2 comments

Leave a Comment