ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ,ଦୂର ହେବ ଅନେକ ସମସ୍ୟା

ରବିବାର ସୂର୍ଯ୍ୟ ଦେବତାଙ୍କ ବାର ଭାବେ ମନାଯାଏ। ଏଥିପାଇଁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପୂଜା ବିଧି କରାଯାଇଥାଏ। ବିଶ୍ୱାସ ରହିଛି ଯେ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିପାରିଥିବା ବ୍ୟକ୍ତିର ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇଥାଏ। ଏଥି ସହିତ ଚାକିରି ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ-

ପ୍ରତି ରବିବାର ଦିନ ସୂର୍ୟ୍ୟଙ୍କୁ ଜଳ ଅର୍ପଣ ପୂର୍ବକ ପୂଜା କଲେ , ଧନଧାନ୍ୟ ଓ ସୁଖ ସମୃଦ୍ଧି ମିଳିଥାଏ।

ରବିବାର ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଦୁଗ୍ଧ ଭରି ନିଜର ମୁଣ୍ଡ ପାଖରେ ରଖି ଶୋଇଯା’ନ୍ତୁ । ସାବଧାନ , ଯେମିତି ନିଦରେ ଦୁଗ୍ଧ ଗ୍ଲାସକୁ ଢାଳି ନଦିଅନ୍ତି।

ସକାଳେ ଉଠି ସ୍ନାନ ପରେ ଏହି ଦୁଗ୍ଧକୁ ନେଇ କୈାଣସି ବବୁଲ ଗଛର ମୂଳରେ ଢାଳି ଦିଅନ୍ତୁ।

ପ୍ରତି ରବିବାର ଏମିତି କରନ୍ତୁ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣ ଏକାବେଳେକେ ଯଶ ,ମାନ ଓ ଅର୍ଥର ଅଧିକାରୀ ହୋଇପାରିବେ।

ପଢନ୍ତୁ; ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ଏହି ଫଳ! ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

ପ୍ରତି ରବିବାର ଦିନ ସୂର୍ୟ୍ୟଙ୍କୁ ଜଳ ଅର୍ପଣ ପୂର୍ବକ ପୂଜା କଲେ , ଧନଧାନ୍ୟ ଓ ସୁଖ ସମୃଦ୍ଧି ମିଳିଥାଏ। - 4.4

87%

ସକାଳେ ଉଠି ସ୍ନାନ ପରେ ଏହି ଦୁଗ୍ଧକୁ ନେଇ କୈାଣସି ବବୁଲ ଗଛର ମୂଳରେ ଢାଳି ଦିଅନ୍ତୁ। - 4.7

93%
4.5/5

Very Good!

ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ,ଦୂର ହେବ ଅନେକ ସମସ୍ୟା

ରବିବାର ସୂର୍ଯ୍ୟ ଦେବତାଙ୍କ ବାର ଭାବେ ମନାଯାଏ। ଏଥିପାଇଁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପୂଜା ବିଧି କରାଯାଇଥାଏ। ବିଶ୍ୱାସ ରହିଛି ଯେ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିପାରିଥିବା ବ୍ୟକ୍ତିର ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇଥାଏ। ଏଥି ସହିତ ଚାକିରି ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

No Votes Yet

You're not rated yet