• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ
VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ କରାଯାଇଛି। ଶାସ୍ତ୍ର ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିଲେ ଶୁଭ ଫଳ ମିଳିଥାଏ। ଏବଂ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ସୋମବାର ଦିନ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଶାରୀରିକ ଅସୁସ୍ଥତା ଲାଗି ରହେ। ଅନେକ ନକରାତ୍ମକ ଶକ୍ତି ଶରୀରକୁ ପ୍ରବେଶ କରିଥାଏ।
  • ରବିବାର, ମଙ୍ଗଳବାର ଓ ଗୁରୁବାର ଦିନ ଲୁଣ ଖାଇବା ଅନୁଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।ଏପରିକି ସମସ୍ତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।
  • ବୁଧବାର ଦିନ କାହାରିକୁ  ଉଧାର ଦିଅନ୍ତୁ ନାହିଁ। ଏହା ଦ୍ୱାରା ଅଭାବ ଲାଗି ରହିଥାଏ।
  • ଗୁରୁବାର ଦିନ ଚୁଟି, ଦାଢି ନିଶ ଓ ନଖ କାଟନ୍ତୁ ନାହିଁ।ଏପରି କରିବା ଅଶୁଭ ହୋଇଥାଏ।
  • ଶନିବାର ଦିନ ତେଲ, କାଠ, କୋଇଲା, ଲୁଣ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ବାଧା ସୃଷ୍ଟି ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ day

ପଢନ୍ତୁ; ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର !

Related posts

କେଉଁ ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି ଜାଣନ୍ତୁ ? 

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ ଦିନରେ କରନ୍ତୁ ନାହିଁ ଏହି ସବୁ କାମ

Krishna Kumar Manoj

ପ୍ରଚୁର ପଇସା ରୋଜଗାର କରିବା ପରେ ବି ଘରେ ସୁଖ ଶାନ୍ତି ନାହିଁ , ଜାଣନ୍ତୁ ଏପରି କାହିଁକି ହୁଏ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More