VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରେ ଟଙ୍କା ରଖିବା ଭଲ ଜାଣନ୍ତୁ?

ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି କଥା ଅଛି ଯଦି ଆମେ ମାନିଲେ ଆମ ଜୀବନରେ ଅସୁବିଧା ଲାଗି ରହେ ନାହିଁ । ଏମିତି କି ବାସ୍ତୁଶାସ୍ତ୍ର ଆମ ଜୀବନକୁ ସରଳ ଓ ସମୃଦ୍ଧି କରାଏ । ଯଦି ଆମେ କିଛି ଛୋଟ ଛୋଟ କଥାରେ ଧ୍ୟାନ ଦେବା ତେବେ ଆମ ଜୀବନରେ ସମସ୍ୟା ଦେଖା ଯିବ ନାହିଁ।

କେଉଁ ସ୍ଥାନରେ ଟଙ୍କା ରଖିବେ ଜାଣନ୍ତୁ :-

  • ନିୟମିତ ଜୀବନରେ ଆମେ ଘରେ କେଉଁ ବି ଜାଗାରେ ଟଙ୍କା ରଖି ଦେଉ । ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ଅଟେ।
  • ଘରର ଆଲମାରୀକୁ ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖି ଆଲମାରୀର ମୁହଁ ଉତ୍ତରକୁ ରଖିବା ତେବେ କୁହାଯାଏ ଧନର ଠାକୁର କୁବେର ପ୍ରସନ୍ନ ହୁଅନ୍ତି ।
  • ଘରେ ଯଦି ପାଣି ଟ୍ୟାପ୍‌ରୁ ପାଣି ଲିକ୍ ହୋଇ ଟିପି ଟିପି ପଡୁଛି ତେବେ ଟ୍ୟାପ୍‌ରୁ ଧୀରେ ଧୀରେ ପାଣି ବୋହିଲା ପରି ଘରେ ଧୀରେ ଧୀରେ ଆର୍ଥିକ ହାନି ଦେଖାଯିବ।

money ବାସ୍ତୁଶାସ୍ତ୍ର ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରେ ଟଙ୍କା ରଖିବା ଭଲ ଜାଣନ୍ତୁ? money 1

  • ଘରେ ଥିବା ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନାରୁ ରୋଗ ବ୍ୟାଧି ବଢେ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଏହି ଅଳିଆ ଆବର୍ଜନା ପାଇଁ ମା ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ ତେଣୁ ଶୀଘ୍ର ଅଳିଆ ଆବର୍ଜନାକୁ ସଫା କରି ନିଅନ୍ତୁ ।

ପଢନ୍ତୁ ;  ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

 

Related posts

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

ENO Beuro

ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଏହି ୩ଟି କାମରେ ଲାଜ କରନ୍ତୁ ନାହିଁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More