VASTU

ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର, ଆପଣଙ୍କ ଭାଗ୍ୟକୁ ବଦଳାଇଦେବ

Afbd28f818c35e9d72bbedf1941733f4

ଘରେ ଥିବା ମାଟି ପାତ୍ରର ବହୁ ବିଶେଷତ୍ୱ ଗୁଣ ରହିଛି। ଏହି ବିଶେଷତ୍ୱ ଗୁଣ ହିଁ ମନୁଷ୍ୟ ଭାଗ୍ୟକୁ ବଦଳାଇଥାଏ। ଶାସ୍ତ୍ର ଅନୁଯାୟୀ ମାଟିର ପାତ୍ରକୁ ଖୁବ ପବିତ୍ର କୁହାଯାଏ। ଏହି କାରଣରୁ ପୂର୍ବରୁ ସଭିଁଏ ମାଟି ପାତ୍ରରେ ଖାଦ୍ୟ ଖାଉଥିଲେ। ବାସ୍ତୁ ଅନୁଯାୟୀ ଏହି ମାଟି ପାତ୍ର ଗୃହରେ ସକରାତ୍ମକ ଶକ୍ତି ଆଣିଥାଏ।

୧) ମାଟି ପାତ୍ର ଘରେ ରହିବା ଦ୍ୱାରା ଏହା ଘର ପାଇଁ ଶୁଭଫଳ, ଧନବୈଭବ, ସଫଳତା ଆଦି ପ୍ରାପ୍ତି ହୋଇଥାଏ। ବିବାହ, ପୂଜାପର୍ବ, ବ୍ରତଘର ସବୁ କାର୍ଯ୍ୟରେ ମାଟିର ପାତ୍ର ବ୍ୟବହୃତ ହୋଇଥାଏ।

୨) ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ, ସେମାନେ ଏହି ମାଟି ପାତ୍ରର ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

୩) ଗୃହରେ ଠାକୁରଙ୍କ ପୂଜାରେ ମାଟିରେ ନିର୍ମିତ ଛୋଟ ଛୋଟ ମୂର୍ତ୍ତି ପୂଜା କଲେ ଖୁବ ଶୁଭଫଳ ମିଳିଥାଏ।
ଘରେ ସାଜ୍ଜସଜ୍ଜା ପାଇଁ ଦକ୍ଷିଣ- ପୂର୍ବ ଦିଗରେ ମାଟିର ବିଭିନ୍ନ ଦ୍ରବ୍ୟ ରଖିଲେ ଗୃହରେ ସର୍ବଦା ସୌଭାଗ୍ୟ ଆସିଥାଏ।

ପଢନ୍ତୁ: ହାତର ରେଖାରୁ ଜାଣନ୍ତୁ ଆପଣ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବେ

Related posts

ଚାଣକ୍ୟ ନୀତି ଅନୁସାରେ କୌଣସି ନୂଆ ଘରେ ରହିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ!

ENO Beuro

ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

ENO Beuro

ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Ratnamani Moharana