VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ?

ପ୍ରାୟତଃ ନିତିଦିନିଆ ଜୀବନରେ ଆମ ବନ୍ଧୁବାନ୍ଧବ, ପଡ଼ୋଶୀ ଏବଂ ସହକର୍ମୀମାନଙ୍କଠାରୁ ବେଳେବେଳେ କିଛି ନା କିଛି ଉଧାର ନେଇଥାଉ । ତେବେ ଆପଣ ଜାଣିଛନ୍ତି କି ଏମିତି କିଛି ଜିନିଷ ଅଛି ଯାହା  ଉଧାର  ଆଣିବା ଦ୍ଵାରା ଅଶୁଭ ମାନାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଉଧାର ଆଣିବା ଦ୍ଵାରା କ’ଣ ହୋଇଥାଏ ?

କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମନାଯାଏ ଜାଣନ୍ତୁ

ଫୁଲ ଓ ରୁମାଲ୍‌ :- ଶୁକ୍ରବାର ଦିନ କାହାଦ୍ୱାରା ଦିଆଯାଇଥିବା ଫୁଲ ଓ ରୁମାଲ୍‌ ବ୍ୟବହାର ମଧ୍ୟ  କରନ୍ତୁ ନାହିଁ । ଏହା ଅଶୁଭ ପ୍ରଭାବ ପକାଇଥାଏ।

rumal

ସବୁଜ ପନିପରିବା ଓ ଅଣ୍ଡା :- ଅନ୍ୟ ଦ୍ୱାରା ଦିଆଯାଇଥିବା ସବୁଜପନିପରିବା ଏବଂ ଅଣ୍ଡା ଖାଆନ୍ତୁ ନାହିଁ । ଏହା ବି ଆପଣଙ୍କ ଦୁର୍ଭାଗ୍ୟକୁ ଡ଼ାକି ଆଣିଥାଏ ବୋଲି ବିଶ୍ୱାସ ରହିଛି।

lemon
ଲେମ୍ବୁ :- ଆପଣ କେବେ ବି କାହାରି ଠାରୁ ଲେମ୍ବୁ ଉଦ୍ଧାରରେ ଆଣି ତାହାର ଉପଯୋଗ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ସଂପର୍କ ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ ବୋଲି ମାନଯାଏ।

ଲୁଣ :- କେବେ ବି କାହାଠୁ ଲୁଣ ଧାରା କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣ ଋଣି ହୋଇଯିବେ।

salt

ଲୁହା ଜିନିଷ କିମ୍ବା କଳା ରଙ୍ଗର କପଡ଼ା :- ଶନିବାର ଦିନ ଆପଣ ଲୁହାରେ ପ୍ରସ୍ତୁତ କୌଣସି ବସ୍ତୁ କିମ୍ବା କଳା ରଂଙ୍ଗର କପଡ଼ା କାହାରି ଠାରୁ ଉପହାର ରୂପରେ ଗ୍ରହଣ କରନ୍ତୁ ନାହିଁ । କାରଣ ଏପରି କରିବା ବ୍ୟକ୍ତି  ଲାଗି ଖୁବ୍‌ ଅଶୁଭ ହୋଇଥାଏ ବୋଲି  ବିଚାର କରାଯାଏ ।

black

ପଢନ୍ତୁ ;ହିନ୍ଦୁଧର୍ମରେ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

Related posts

ଭୁଲରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ହୋଇପାରେ ଅଶୁଭ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଗଛ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ଜାଣନ୍ତୁ ?

ENO Beuro

ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More