VASTU

ବେପାରରେ ଉର୍ନତି ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ର ର ଏହି ୪ ଟି ଉପାୟ ,ମିଳିପାରିବ ଆପଣଙ୍କୁ ସଫଳତା

ଯଦି ଆପଣଙ୍କର ବେପାର ଭଲ ଚାଲିବ ,ତାହାଲେ ଆପଣ କୋଟିପତି ହୋଇପାରିବେ ।  ଯଦି ଆପଣଙ୍କ ବେପାର ଘାଟା ରେ ଚାଲେ , ତାହାଲେ ଆପଣ  ବର୍ବାଦ  ହୋଇଯିବେ।

ଅନେକଥର ଆମେ ଦିନରାତି ପରିଶ୍ରମ କରୁ ,ତଥାପି ଆମେ ସଫଳତା ପାଇନଥାଉ । ଏହାର  ଅନେକ ଗୁଡିଏ କାରଣ ହୋଇପାରେ ,ତାହା ମଧ୍ୟରୁ ବାସ୍ତୁଦୋଷ  ମଧ୍ୟ ଏକ କାରଣ ହୋଇପାରେ । ଯଦି ଆପଣ ବେପାରରେ  ଉର୍ନତି ପାଇବାକୁ ଚହ୍ନୁଛନ୍ତି,ତାହାଲେ ବାସ୍ତୁଶାସ୍ତ୍ର ରେ କୁହାଯାଆଇଥିବା  କେତକ ଉପାୟ କୁ ଆପଣାନ୍ତୁ;

-ବାସ୍ତୁଶାସ୍ତ୍ର ଅନୁସାରେ ,ଅଫିସ ର କାନ୍ଥ ଆଡକୁ ପିଠି କରି ବସିବାକୁ ଶୁଭ ବୋଲି ମାନାଯାଏ ।କାନ୍ଥ ରେ ପାହାଡ ର ଫୋଟୋ ଲଗାନ୍ତୁ  ଏବଂ ସେହି ସ୍ଥାନ ରେ ବସନ୍ତୁ ,

ଯାହା ଆଗରେ ଖୋଲା ଥିବା । ଏହାଦ୍ବାରା ଆପଣଙ୍କ ମଧ୍ୟ ରେ ବିଚାରଶକ୍ତି /ଦୁର୍ଡ ବିଶ୍ବାସ ବଢିବ ।

-ଯଦି ଆପଣ ବେପାର ରେ ଲାଭ ଚହ୍ନୁଛନ୍ତି ,ତାହେଲେ ଆପଣଙ୍କ ଉତର ପୂର୍ବ କୋଣ ଖୋଲା ରଖନ୍ତୁ । ପୂଜା କୋଣ  ବି ଏହି ଉତର ପୂର୍ବ କୋଣ ରଖନ୍ତୁ ଏହା ଅଧିକ ଭଲ ହେବ । ଜୋତା ଏବଂ ଚପଲ ଉତର ପୂର୍ବ କୋଣ ରେ ରଖନ୍ତୁ ନହିଁ ,ଯାହାଦ୍ୱାରା ଆପଣ କ୍ଷତି ସହିପାରନ୍ତି ।

-ଯଦି ଆପଣଙ୍କ ନିଜ ର ବେପାର ଅଛି ,ତାହାଲେ ବେପାରର ସମସ୍ତ ଜିନିଷ ଉତର ପଶ୍ଚିମ କୋଣ ରେ ରଖନ୍ତୁ ,ଯାହା ଫଳରେ ଏହାର ବିକ୍ରି ମଧ୍ୟ ବଢିପାରେ । ଆପଣଙ୍କ ବେପାର ବଢିବା ପାଇଁ ଏହା ବି ମାନେ ରଖନ୍ତୁ କି, ଗାଧେଇବାଘର ପାଖରେ ବସିବାସ୍ତ୍ତାନ ରଖନ୍ତୁ ନହିଁ ,ଏହା ବାସ୍ତୁଶାସ୍ତ୍ର ଅନୁଯାୟୀ ଅଶୁଭ ଅଟେ ।

-ପ୍ରଭୁ ଶିବା ଏବଂ ତାଙ୍କ ସମ୍ବାଦିତ ଜିନିଷ ଅଫିସ ରେ ରଖିଲେ ,ଏହା ବେପାରରେ ହେଉଥିବା କ୍ଷତି ର ସମାଧାନ ମଧ୍ୟ କରିଥାଏ । ଆପଣଙ୍କ ଅଫିସ ର ମୁଖ୍ୟ ଦ୍ଵାର ରେ ଲାଲ ସିନ୍ଦୁର ରେ ଓଁ ଲେଖନ୍ତୁ ,ଏହା ବେପାର ପାଇଁ ଶୁଭ ଅଟେ ।

ପଢନ୍ତୁ ;

କର୍ପୂରରେ ରହିଛି ଅନେକ ଔଷଧୀୟ ଗୁଣ ,ଆସନ୍ତୁ ଜାଣିବା ଏହାର ଉପକାରିତା

Related posts

ଆପଣ ଜାଣନ୍ତି କି ? ଘରେ ଥିବା ସୁନା ବିକିବା କାହିିଁକି ଅଶୁଭ ହୋଇଥାଏ ?

ENO Beuro

ଜ୍ୟୋତିଷ ଶାସ୍ତ୍ରନୁସାରେ ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କଲେ ଦୂର ହେବ ବିଭିନ୍ନ ସମସ୍ୟା

Ratnamani Moharana

ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

ENO Beuro

Leave a Comment