• Home
  • ASTRO
  • VASTU
  • ବାସ୍ତୁବିତଙ୍କ ମତ ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ
VASTU

ବାସ୍ତୁବିତଙ୍କ ମତ ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ସାଧରଣ ଆମେ ଡ୍ରେସ କିମ୍ବା ଶାଢୀ କିଣିବା ପାଇଁ ବଜାରକୁ ଯାଇଥାଉ । ସେଠାରେ ଥିବା ବିଭିନ୍ନ ରଙ୍ଗବେରଙ୍ଗର କପଡାକୁ ଦେଖି ଲୋଭେଇ ଯାଇଥାଉ ।  କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତି ରଙ୍ଗକୁ ନେଇ କିଛି ନା କିଛି ମହତ୍ୱ ରହିଛି । ଯାହା ପରମୁହୂର୍ତ୍ତରେ ମଣିଷ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ମଣିଷ କ୍ଷେତ୍ରରେ ନୁହେଁ । ଦେବା-ଦେବୀ ମାନେ ମଧ୍ୟ ଉଚିତ ନିୟମ ଅନୁଯାୟୀ ବସ୍ତ୍ର ପରିଧାନ କରିଥାନ୍ତି ।  ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର କପଡା ପିନ୍ଧିବା ଦ୍ୱାରା ମଣିଷ ଉପରେ କି ପ୍ରଭାବ ପଡିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଏହାର ପ୍ରଭାବ :-

ନୀଳ : ଏହି ରଙ୍ଗ ସାଧାରଣତଃ ଧୈର୍ଯ୍ୟ,ସଚ୍ଚୋଟପଣିଆକୁ ବୁଝାଇଥାଏ । କୌଣସି କାର୍ଯ୍ୟକୁ ଯାଉଥିଲେ ଏହି ରଙ୍ଗର କପଡା ପିନ୍ଧି ଯାଆନ୍ତୁ ।

ହଳଦିଆ : ଏହି ରଙ୍ଗ ସବୁବେଳେ ମନକୁ ଖୁସି ଦେଇଥାଏ ।

ସବୁଜ : ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ମନ ଭିତରେ ସତେଜତା ଅନୁଭବ ହେବ । ଏହା ସହିତ ଏହି ରଙ୍ଗ ଖୋଲା ହୃଦୟ ଏବଂ ଦୟାର ପ୍ରତିକ ।

କମଳା : କମଳା ରଙ୍ଗର କପଡାକୁ ଖୁସି କିମ୍ବା ଆତ୍ମ ସମ୍ମାନର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ରଙ୍ଗର କପଡାକୁ କୌଣସି ଶୁଭ କାମରେ ପିନ୍ଧନ୍ତୁ ।

ଲାଲ : ଲାଲା ରଙ୍ଗକୁ ପ୍ରେମର ରଙ୍ଗ ବୋଲି କୁହାଯାଏ । ଏହାବ୍ୟତୀତ ଏହି ରଙ୍ଗ ଦ୍ୱାରା ସାହାସ, ଇଚ୍ଛା ଶକ୍ତି ଏବଂ ସମୃଦ୍ଧି ବୃଦ୍ଧି ହୁଏ ।

ବାସ୍ତୁବିତଙ୍କ ମତ ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ ବାସ୍ତୁବିତଙ୍କ ମତ ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ dress

ପଢନ୍ତୁ;  ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

Related posts

କେଉଁ ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି ଜାଣନ୍ତୁ ? 

Krishna Kumar Manoj

ଜାଣିରଖନ୍ତୁ ସକାଳୁ ଉଠିବା ସମୟରେ କେଉଁ ଜିନିଷ ଦେଖିଲେ ଆମ ଦିନଟି ଅମଙ୍ଗଳରେ କଟିଥାଏ ?

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More