• Home
  • ASTRO
  • VASTU
  • କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ?
VASTU

କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ?

ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାସ୍ତୁ ହିଁ ଗୃହକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ । ଯେଉଁ କାରଣରୁ ଘରେ ସୁଖ ସମୃଦ୍ଧି ବଢିଥାଏ । ତେବେ ଘରର ସବୁଠାରୁ ଗୁରୁତ୍ୱପୂର୍ଣ ସ୍ଥାନ ହେଉଛି ରୋଷେଇଘର । ଏଠାରେ କେବଳ ଖାଦ୍ୟ ପ୍ରସ୍ତୁତ ହୋଇନଥାଏ ଆପଣଙ୍କର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରୋଷେଇ ଘରକୁ ନେଇ କିଛି କଥା।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ପାଇଁ କିଛି ଟିପ୍ସ :-

  • ଘରର ମୁଖ୍ୟଦ୍ୱାରରେ ରୂପାର ଗୋଟିଏ ତାର ନେଇ ଏହାକୁ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ମୁଖ୍ୟ ଦ୍ୱାରର ବାସ୍ତୁ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକ ଉର୍ଜା ଆସିଥାଏ।
  • ପ୍ରତିଦିନ ସୂର୍ଯ୍ୟାଦୋୟ ପୂର୍ବରୁ ଘରର ମୁଖ୍ୟ ଦ୍ୱାରକୁ ସଫା କରି ଏଠାରେ ପାଣି ଛିଞ୍ଚନ୍ତୁ।

kitchen ରୋଷେଇ କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ? kitchen 4

  • ଧାନ, ମୁଗ, ଗହମ, ଜଅ, କଳା ଜିରା ଏବଂ ବାଜରାକୁ ମିଶାଇ ଏକ ପୁଟୁଳି ତିଆରି କରନ୍ତୁ । ଆପଣଙ୍କ ଘରର ପ୍ରତିଟି ରୁମରେ ଏହି ପୁଟୁଳୁ କି ରଖି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।
  • ଘରର ମୁଖ୍ୟ ଦ୍ୱାରରେ ଗଣେଶ , କୁବେର କିମ୍ୱା ସ୍ୱସ୍ତିକ ଚିହ୍ନ ଲଗାନ୍ତୁ।
  • ରୋଷେଇ ଘରେ ଚୁଲ୍ଲି ପୂର୍ବ ଦିଶାରେ ରଖିବା ଶୁଭ ହୋଇଥାଏ । ଚୁଲ୍ଲାକୁ ଦକ୍ଷିଣ ଦିଗରେ ରଖିଲେ ଏହା ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ।

ପଢନ୍ତୁ ;ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

Related posts

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଗୃହଣୀ ମାନେ କଣ କଲେ ଶୁଭ ଫଳ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More