VASTU

ବାସ୍ତୁଟିପ୍ସ :ଘରେ ଦେଖାଦେଲେ ଏହି ସବୁ ଅଶୁଭ ସଙ୍କେତ , ତୁରନ୍ତ ହୋଇଯାଆନ୍ତୁ ସାବଧାନ !

ବାସ୍ତୁଶାସ୍ତ୍ରରେ ଶୁଭ ଏବଂ ଅଶୁଭ ଲକ୍ଷଣ ସମ୍ପର୍କରେ ବିସ୍ତାର କରି ବୁଝାଯାଇଛି। ବାସ୍ତୁଶାସ୍ତ୍ରରେ ଏମିତି କିଛି ଅଶୁଭ ସଙ୍କେତ ସମ୍ପର୍କରେ କୁହାଯାଇଛି,ଯାହାକି ବହୁତ ଅଶୁଭ ମନାଯାଇଥାଏ। ଯେବେ ଆପଣଙ୍କ ଘରେ ଏହି ଅଶୁଭ ସଙ୍କେତ ଦେଖିବାକୁ ମିଳିବ,ଆପଣଙ୍କର ସବୁ କାମ ଅସଫଳ ହେବ।

ଆସନ୍ତୁ ଜାଣିବା ଏହି ଅଶୁଭ ସଙ୍କେତ ସମ୍ପର୍କରେ-

ଯଦି ଅଚାନକ ଆପଣଙ୍କ ଘରେ ମୂଷା ଅଧିକରୁ ଅଧିକ ବଢିବାରେ ଲାଗିବେ। ତେବେ ଆପଣଙ୍କ ଘର ଉପରେ ବହୁତ ବଡ ବିପଦ ଆସିବାର ସଙ୍କେତ ଦେଇଥାଏ।

ଯଦି ଆପଣ କେଉଁ ଜମି ଉପରେ ଘର ନିର୍ମାଣ କରୁଛନ୍ତି ସେଇ ଜମି ମାଟିରୁ କେଉଁ ମଣିଷ ଏବଂ ପଶୁର ହାଡ ବାହାରିଥାଏ। ତେବେ ଏହା ବହୁତ ଅଶୁଭ ଅଟେ। ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ସଙ୍କେତ କୁହାଯାଇଥାଏ।

ଘରେ କଳା ପିମ୍ପୁଡି ଆସିଥିଲେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମନାଯାଏ। କଳା ପିମ୍ପୁଡି ଘରକୁ ଆସିଲେ ଧନ ବଢିଥାଏ। କିନ୍ତୁ ନାଲି ରଙ୍ଗ ପିମ୍ପୁଡି ଅଶୁଭ ଅଟେ । ନାଲି ରଙ୍ଗ ପିମ୍ପୁଡି ଆସିଲେ ଘରକୁ ବଡ ହାନି ହେବାର ସମ୍ଭାବନା ଥାଏ।

ପଢନ୍ତୁ;

କ୍ରିକେଟର ମୋହମ୍ମଦ ସାମିଙ୍କ ଜୀବନରେ ଝଡ଼ ,ପତ୍ନୀ ହସୀନ ଲଗାଇଲେ ସଙ୍ଗୀନ ଅଭିଯୋଗ

 

Related posts

ଦୁର୍ଭାଗ୍ୟ ପିଛା ଛାଡୁନି ,ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ପ୍ରତିଦିନ ସକାଳୁ ‘ଓମ୍’ ଉଚ୍ଚାରଣ କଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More