VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ଘରେ ବାସ୍ତୁଦୋଷ ରହିଥିଲେ ସର୍ବଦା ଘରେ କଳହ ଲାଗିରହିଥାଏ। ବାସ୍ତୁଦୋଷ ଦୂର କରିବାକୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ବର୍ଣନା କରାଯାଇଛି।

ଆସନ୍ତୁ ଜାଣିବା ଘରୁ ନକାରାତ୍ମକ ଶକ୍ତି ଦୂର କରିବାର କିଛି ଉପାୟ-

  • ଘରର ବାହ୍ୟ ପାଶ୍ୱର୍ରେ ଯେତେ ପ୍ରକାରର ବଲ୍ୱ ଲଗାଇ ଥିଲେ ମଧ୍ୟ ଅନ୍ଧାର ହେବା ପୂର୍ବରୁ ଆଲୋକର ବ୍ୟବସ୍ଥା ଜରୁର କରନ୍ତୁ।
  • ଘରର ମୁଖ୍ୟ ଦ୍ୱାର ଆଗରେ କୌଣସି କାନ୍ଥ, ଗଛ କିମ୍ବା ଛାଇ ନପଡୁ। ଅନେକ ଥର ଘରେ ସବୁକିଛି ଠିକ୍ ଥାଇ ମଧ୍ୟ ବାସ୍ତୁ ଅନୁସାରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ।
  • ମୁଖ୍ୟ ଦ୍ୱାର ଆଗରେ ଏକ ଦର୍ପଣ ସ୍ଥାପନ କରନ୍ତୁ। ଏହାଛଡା ଘରର ମୁଖ୍ୟଦ୍ୱାର ସାମ୍ନାରେ ଲାଲ ରଙ୍ଗର ଫିତା ବାନ୍ଧନ୍ତୁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏବଂ ଘରେ ସୁଖ ଶାନ୍ତି ବଜାଇରହିଥାଏ।
  • ଯଦି ଆପଣଙ୍କ ଘର ବାହାରେ ଜୋତା ଷ୍ଟାଣ୍ଡ, ସାଇକେଲ, ସ୍କୁଟର,କାର ରଖୁଛନ୍ତି। ତେବେ ଚେଷ୍ଟା କରନ୍ତୁ ଏହି ସବୁ ଜିନିଷକୁ ମୁଖ୍ୟ ଦ୍ୱାର ଠାରୁ ଦୂରେଇ ରଖିବା ପାଇଁ।
  • ଘରର ଆଗ ସାମ୍ନାରେ ଛାତ ସିଡି ଥିଲେ ଏହା ଅଶୁଭ ଶଙ୍କେତ।
  • ଯଦି ଘରର ମୁଖ୍ୟ ଦ୍ୱାର ମଝି ମଝିଆ ଥାଏ ତେବେ ଘରେ କଳହ ହେବାର ଆଶଙ୍କା ଅଧିକ।

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ homee

ପଢନ୍ତୁ; ମୁହଁରେ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ ଲିମ୍ବ ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ହନୁମାନଙ୍କୁ କେଉଁ ସମୟରେ ପୂଜା କରିବା ଅନୁଚିତ୍? ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଵପ୍ନ ଦେଖିଲେ କ’ଣ ଲାଭ ମିଳେ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ,କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More