VASTU

ଘରେ ସବୁଦିନ ସୁଖଶାନ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ନିୟମ

home

କିଏ ବା ନ ଚାହେଁ ସୁଖଶାନ୍ତିରେ ରହିବାକୁ। ସେଥିପାଇଁ କିଏ ପୂଜାର୍ଚନା କରେ ତ କିଏ ଜ୍ୟୋତିଷ ଶାସ୍ତ୍ର  କିମ୍ବା ଦେବାଦେବୀଙ୍କ ଉପରେ ଭରସା କରିଥାଏ ।ଯଦି ଆପଣ ମଧ୍ୟ ଚହୁଁଛନ୍ତି ଶାନ୍ତିରେ ରହିବା ପାଇଁ ତେବେ ଆପଣନ୍ତୁ ଏହି ସବୁ ନିୟମ ଦେଖିବେ ଆପଣ ନିଶ୍ଚୟ ଶାନ୍ତି ପାଇବା ସହ ଧନ ଯଶ ବୃଦ୍ଧି କ୍ଷେତ୍ରରେ ମଧ୍ୟ ଏହା ଆପଣଙ୍କୁ ସାହାର୍ଯ୍ୟ କରିବ। ତେବେ ଆସନ୍ତୁ ଜାଣିବା କିଛି ନିୟମ ସମ୍ପର୍କରେ….

୧) ଘରେ ଗୁଗ୍ଗଳ, କର୍ପୂର ,ଝୁଣା ଜାଳନ୍ତୁ ଓ ଏହାର ଧୂଆଁକୁ ଘର ଭିତରେ ବୁଲାନ୍ତୁ..ପରିବେଶ ସ୍ଵଚ୍ଚ ରହିବା ସହ ଶାନ୍ତି ଲାଗିବ ।
୨) ଘର ବାହାରେ ସ୍ଵସ୍ତିକ ଚିହ୍ନ କିମ୍ବା ଗଣେଷ ମୂର୍ତ୍ତି ଲଗାନ୍ତୁ , ଘର ଉପରେ ଶୁଭଦୃଷ୍ଟି ରହିବ ।

swatik with ganesh
swatik with ganesh

୩) ସକାଳେ ଘରେ ଝାଡ଼ୁ ମାରିବା ସମୟରେ ପାଣିସହ କିଛିଲୁଣ ମିଶାଇ ପ୍ରଥମେ ଛିଂଚି ଦେଇ ଝାଡ଼ୁ ମାରନ୍ତୁ ଯାହା ଦ୍ଵାରା କୌଣସି କୀଟ ପତଙ୍ଗ ଘରେ ପ୍ରବେଶ କରିନପରିବେ କିମ୍ବା ଝାଡ଼ୁ ମାରିବା ସମୟରେ ଗୋମୂତ୍ର ଛିଂଚି ଦିଅନ୍ତୁ , ଘର ପରିବେଶ ସୁସ୍ଥ ରହିବ ।
୪) ଘର ବାହାରେ ପ୍ରତ୍ୟେକଦିନ ରଂଗୋଲୀ କରନ୍ତୁ, ଏହାଦ୍ଵାରା ସୁଖସମୃଦ୍ଧି ଲାଗିରହିବ ।
rangoli

ପଢନ୍ତୁ;  ପିଲାର ନାମ କରଣ କରିବାକୁ ଯାଉଛନ୍ତି କି!! ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

ENO Beuro

ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ 

ENO Beuro

ସତର୍କ ରୁହନ୍ତୁ , ଘରେ ଏହି ସବୁ ଫଟୋ ଥିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ

ENO Beuro

Leave a Comment