• Home
  • ASTRO
  • VASTU
  • ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା!
VASTU

ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା!

ସମସ୍ତେ  ଯେବେ ନିଜର ନୂଆ ଘର ତିଆଋ କରିଥାନ୍ତି ସେ ଭବିଥାନ୍ତି ଯେ ନୂଆଘର ଆମ ପାଇଁ ସୁଖ-ସମୃଦ୍ଧି ଏବଂ ବହୁତ ଖୁସି ନେଇକି ଆସିବ। ଜୋତିଷ୍ୟ ଶାସ୍ତ୍ର ଅନୁସାରେ ଗୃହ ପ୍ରବେଶ ସମୟରେ ଏହି ସବୁ କଥା ଉପରେ ଧ୍ୟାନ ରଖିଲେ ଅନେକ ଶୁଭ ଫଳ ଲାଭ ହୋଇଥାଏ।

ଆସନ୍ତୁ ଜାଣିବା ସେ ବିଷୟରେ-

  • ଗୃହ ପ୍ରବେଶ ସମୟରେ ବାସ୍ତୁପୂଜା କରିବା ନିହାତି ଦରକାର। ଯଦି କୌଣସି କାରଣରୁ ବାସ୍ତୁପୂଜା କରିପାରୁନାହାନ୍ତି ତେବେ ବ୍ରାହ୍ମଣକୁ ଡାକି ପୂଜା  କରାଇ ନିଅନ୍ତୁ। ଏହା କରିବା ଦ୍ଵାରା ସେହି ଘରରେ ଥିବା ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ। ଏବଂ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।
  • ଆପଣଙ୍କ ଘର କୁଳଦେବତାଙ୍କ ପୂଜା କରିବା ନିହାତି ଦରକାର। ନଚେତ ପରିବାରର ବଡ ସଦସ୍ୟଙ୍କ ସମ୍ମାନ କରି ଗୃହ ପ୍ରବେଶ କରିବା ଉଚିତ।
  • ବ୍ରାହ୍ମଣଙ୍କ ସହିତ ଆପଣଙ୍କର ଅଥିତି ଏବଂ ମିତ୍ର ମାନଙ୍କୁ ଭୋଜନ କରାଇବା ନିହାତି ଦରକାର।
  • ଘର ତିଆରି କରିବା ସମୟରେ ତୁଳଶି ଚହୁଁରା କରିବାକୁ ଭୁଲିବେନି।
  • ଗୃହ ନିର୍ମାଣ ସମୟରେ ଶୁଭବାର ଲକ୍ଷଣ ଏବଂ ତିଥି ଦେଖି ନିର୍ମାଣ କରନ୍ତୁ।

ଶୁଭବାର: ଗୃହ ପ୍ରବେଶ କରିବା ପାଇଁ ସୋମବାର,ବୁଧୁବାର, ଗୁରୁବାର ଏବଂ ଶୁକ୍ରବାର ଶୁଭ ହୋଇଥାଏ

ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା! ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା! home 1

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

Related posts

ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ

Krishna Kumar Manoj

ଘରେ ଗଙ୍ଗାଜଳ ଥିଲେ କରନ୍ତୁ ନାହିଁ ଏହି ସବୁ କାମ , ନଚେତ ହୋଇ ପାରେ ଅସୁବିଧା

Krishna Kumar Manoj

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More