ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହନୁମାନଙ୍କ ଫୋଟ ରଖିଲେ, କରନ୍ତୁ ନାହିଁ ଏହି ସବୁ ଭୁଲ !

ବାସ୍ତୁଶାସ୍ତ୍ର ଅନୁସାରେ ହିନ୍ଦୁଧର୍ମରେ ବହୁତ କିଛି ଏମିତି କଥା ଅଛି ଯାହା ଆମେ ଜାଣି ନ ଥାଉ । ପ୍ରତ୍ୟେକ ଲୋକଙ୍କ ଘରର ପୂଜା ସ୍ଥାନରେ ବିଭିନ୍ନ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଏଭଳି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । କିନ୍ତୁ ଯଦି ଆପଣ ଘରେ ହନୁମାନ ମୂର୍ତ୍ତି କିମ୍ବା ଫଟୋ ପୂଜା କରୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍ ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଟିପ୍ସ :-

  • ରାମ ଭକ୍ତ ହନୁମାନ ଙ୍କର ଫଟୋ ଘରେ ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ କି ଏହି ଫଟୋ ଯେପରି ଶୋଇବା ଘରେ ନ ରୁହେ । କାରଣ ହନୁମାନ ବାଲବ୍ରହ୍ମଚାରୀ ଅଟନ୍ତି ।
  • ଯେଉଁ ଫଟୋରେ ହନୁମାନ ତାଙ୍କର ବିଶାଳ ଶକ୍ତି ପ୍ରଦର୍ଶନ କରିଥିବେ ସେହି ଫଟୋକୁ ଘରେ ଲଗାନ୍ତୁ, ଏହାଦ୍ୱାରା ବ୍ୟକ୍ତି ଖରାପ ପ୍ରଭାବରୁ ରକ୍ଷା ପାଇ ପାରିବେ ।
  • ଭଗବାନଙ୍କ ଫୋଟୋ ରଖିଲେ ପ୍ରତିଦିନ ପୂଜା କରିବା ଦରକାର ।
  • ପ୍ରଦିଦିନ ହନୁମାନଙ୍କ ପୂଜା କାଲେ , ଭଗବାନଙ୍କ କୃପା ସଦେବ ଆପଣଙ୍କ ଉପରେ ରହିବ ।
  • ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନ ଙ୍କର ଦକ୍ଷିଣ କୋଣରେ ପ୍ରଭାବ ଅଧିକ ଥାଏ । ସେଥିପାଇଁ ଘରର ଦକ୍ଷିଣ କୋଣରେ ହନୁମାନଙ୍କ ଫଟୋ ଲଗାନ୍ତୁ । ସୀତା ମାତାଙ୍କୁ ଖୋଜିବା ପାଇଁ ବି ହନୁମାନ ଦକ୍ଷିଣ କୋଣକୁ ଯାଇଥିଲେ । ଏହି କୋଣରେ ଫଟୋ ଲଗାଇବାର କାରଣ ହେଉଛି ଏହି କୋଣ ଦେଇ ଆସୁଥିବା ସମସ୍ତ ନକରାତ୍ମ ଶକ୍ତିକୁ ହନୁମାନ ରୋକି ଦେଇଥାନ୍ତି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘର ନିକଟରେ ରଖନ୍ତୁନି ଏସବୁ ଗଛ, ଜାଣନ୍ତୁ କାରଣ କ’ଣ ?

ରାମ ଭକ୍ତ ହନୁମାନ ଙ୍କର ଫଟୋ ଘରେ ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ କି ଏହି ଫଟୋ ଯେପରି ଶୋଇବା ଘରେ ନ ରୁହେ - 4.6

91%

ଯେଉଁ ଫଟୋରେ ହନୁମାନ ତାଙ୍କର ବିଶାଳ ଶକ୍ତି ପ୍ରଦର୍ଶନ କରିଥିବେ ସେହି ଫଟୋକୁ ଘରେ ଲଗାନ୍ତୁ, ଏହାଦ୍ୱାରା ବ୍ୟକ୍ତି ଖରାପ ପ୍ରଭାବରୁ ରକ୍ଷା ପାଇ ପାରିବେ - 4.6

91%
4.6/5

Excellent!

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହନୁମାନଙ୍କ ଫୋଟ ରଖିଲେ, କରନ୍ତୁ ନାହିଁ ଏହି ସବୁ ଭୁଲ !

ବାସ୍ତୁଶାସ୍ତ୍ର ଅନୁସାରେ ହିନ୍ଦୁଧର୍ମରେ ବହୁତ କିଛି ଏମିତି କଥା ଅଛି ଯାହା ଆମେ ଜାଣି ନ ଥାଉ । ପ୍ରତ୍ୟେକ ଲୋକଙ୍କ ଘରର ପୂଜା ସ୍ଥାନରେ ବିଭିନ୍ନ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଏଭଳି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । କିନ୍ତୁ ଯଦି ଆପଣ ଘରେ ହନୁମାନ ମୂର୍ତ୍ତି କିମ୍ବା ଫଟୋ ପୂଜା କରୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍ ।

No Votes Yet

You're not rated yet